ମେ_୧୫ରୁ_ଜୁନ୍‌_୧୫_ମଧ୍ୟରେ_ଶିକ୍ଷକ_ବଦଳି.

*ମେ_୧୫ରୁ_ଜୁନ୍‌_୧୫_ମଧ୍ୟରେ_ଶିକ୍ଷକ_ବଦଳି* *-ଶିକ୍ଷକ ବଦଳି ସୁପାରିସ କରିପାରିବେ MP/MLA* *-ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି ସୁପାରିସ କରିପାରିବେ* *-ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି* *-ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ* *-ନିଜ ନିର୍ବାଚନ ମଣ୍ଡଳୀରେ ବଦଳି ସୁପାରିସ କରିପାରିବେ MLA/MP* *-ବଦଳି ନେଇ ସୁପାରିସ ପତ୍ର ଜିଲ୍ଲାପାଳଙ୍କୁ ଦାଖଲ କରିବେ* *-ମେ'୧୫ରୁ ଜୁନ୍‌ ୧୫ ଭିତରେ ବଦଳି ପ୍ରସ୍ତାବ ସହ କାର୍ଯ୍ୟକାରୀ ହେବ*

ମେ_୧୫ରୁ_ଜୁନ୍‌_୧୫_ମଧ୍ୟରେ_ଶିକ୍ଷକ_ବଦଳି.