#ଶିମିଳିପାଳରେ_୪୦_ମହାବଳ .

#ଶିମିଳିପାଳରେ_୪୦_ମହାବଳ . ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ୍ କୁମାର ଝାଙ୍କ ସୂଚନା lଜିନତ ଓ ଯମୁନାକୁ ମିଶାଇ ଅଛନ୍ତି ୪୦ ମହାବଳ l୪୦ ମହାବଳ ମଧ୍ୟରୁ ଅଛନ୍ତି ୬ଟି ଶାବକ, ୧୭ଟି ବାଘୁଣୀ ଓ ମହାବଳ ମଧ୍ୟରୁ ୧୮ଟି କଳା ମହାବଳ l ଆଗାମୀ ୧୦ ବର୍ଷରେ ମହାବଳ ସଂଖ୍ୟା ଶହେକୁ ପହଞ୍ଚାଇବାକୁ ଲକ୍ଷ୍ୟ lଗତବର୍ଷ ଶିମିଳିପାଳରେ ଥିଲେ ୨୭ ମହାବଳ ସହ ୮ ଶାବକ ରିପୋର୍ଟ ରଶ୍ମିରଂଜନ ମିଶ୍ର AV News 24

#ଶିମିଳିପାଳରେ_୪୦_ମହାବଳ .