ଯେତେ ବର୍ଷ ବର୍ଷ ଦଖଲରେ ଥିଲେ ବି ମିଳିବନି ଳିବନି ମାଲିକାନା ସ୍ବତ୍ବ

Mar 1, 2026 - 09:51
 30
ଯେତେ ବର୍ଷ ବର୍ଷ ଦଖଲରେ ଥିଲେ ବି ମିଳିବନି ଳିବନି ମାଲିକାନା ସ୍ବତ୍ବ

ଯେତେ ବର୍ଷ ବର୍ଷ ଦଖଲରେ ଥିଲେ ବି ମିଳିବନି ଳିବନି ମାଲିକାନା ସ୍ବତ୍ବ

ପ୍ରସଙ୍ଗରେ ଓଡ଼ିଶା ସରକାରୀ ଜମିର ସୁରକ୍ଷା ଏବଂ ବେଆଇନ ଜବରଦଖଲ ଉଚ୍ଛେଦ ଶୁଣାଇଛନ୍ତି। ରେ ଓଡ଼ିଶା ହାଇକୋର୍ଟ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି କଡ଼ା ରାୟ ଶୁଣାଇଛ

କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ର୍ଦ୍ଦେଶ ଅନୁଯାୟୀ, କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଯଦି ଅନେକ ବର୍ଷ ଧରି ବେଆଇ ଇନ ଭାବେ ସରକାରୀ ଜମିକୁ ନିଜ ଦଖଲରେ ରଖୁଥାଏ, ତଥାପି ସେହି ଦୀର୍ଘ ସମୟ ଅତିବାହିତ ହୋଇ ହାଇଥିବା ଦର୍ଶାଇ ସେ ଏହା ଉପରେ କୌଣସି ଆଇନଗତ ମାଲିକାନା ସତ୍ତ୍ଵ ପାଇପାରିବେ ନା ନାହିଁ | ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଏବଂ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ହେବା ହେବା ଏକ ସୁନିଶ୍ଚିତ ପ୍ରକ୍ରିୟା ଏବଂ ଏଥିରେ କୌଣସି ପ୍ରକାର ଶିଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ। ଏଥିସହ ଜବରଦଖଲ ରୋକିବାରେ ବିଫଳ ହେଉଥ‌ିବା କିମ୍ବା ଏହାକୁ ପରୋକ୍ଷରେ ସହଯୋଗ କରୁଥିବା ରାଜସ୍ୱ ନିରୀକ୍ଷକ ଓ କ୍ଷେତ୍ରସ୍ତରର ଅଧୂକାରୀଙ୍କ ବିରୋଧରେ କଡ଼ା ଶୃଙ୍ଖଳାଗତ ଏ ଏବଂ ଆବଶ୍ୟକ ସ୍ଥଳେ ଳେ ଫୌଜଦାରୀ ପୌ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାରମ୍ଭିକ ସ୍ତରରେ ଜବରଦଖଲ ନ ରୋକି ରାକି ପରେ ସ୍ଥିତି ଜଟିଳ ହେବା ପରେ ପଦକ୍ଷେପ ନେବା ଘଟ ଘଟଣାରେ ଅଧିକାରୀଙ୍କ ଉତ୍ତରଦାୟିତ୍ବ ଧାର୍ଯ୍ୟ କରିବା ଉଚିତ ବୋଲି ହାଇକୋର୍ଟ ମତ ପ୍ରକାଶ କରିଛନ୍ତି I ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ଘରୋଇ ବସ କର୍ମଚାରୀ ୟୁନିୟନ ପକ୍ଷରୁ ଦାୟର କରାଯାଇଥିବା ରିଟ୍ ଅପିଲକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଜୟପୁର ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ଏସଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଖରେ ଥିବା ସରକାରୀ ଜମିରୁ ଉଚ୍ଛେଦ ସପକ୍ଷରେ ଜଣିକିଆ ବିଚାରପତି ପ୍ରଦାନ କରିଥିବା ୨୦୨୫ର ୧ ୨୦୨୫ର ରାୟକୁ ଝ ଖଣ୍ଡପୀଠ କାଏମ ରଖିବା ସହ ଆସନ୍ତା । ୧୦ ଦିନ ମଧ୍ୟରେ ସମ୍ପୃକ୍ତ ଜମିକୁ ଖାଲି କରି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ବାକୁ ୟୁନିଅନକୁ ନିର୍ଦ୍ଦେଶ ଦେଇଛନ୍ତି।