ରାଜକୋଟଠାରେ କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଡ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ରାଜକୋଟଠାରେ କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଡ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭାରତ ବିଶ୍ବର ସବୁଠାରୁ ଦ୍ରୁତ ଗତିରେ ଅଭିବୃଦ୍ଧିଶୀଳ ବୃହତ ଅର୍ଥବ୍ୟବସ୍ଥା: ପ୍ରଧାନମନ୍ତ୍ରୀ
ବିକାଶ ଉପରେ ଭାରତର ଫ୍ୟାକ୍ଟଶିଟ୍ ସଂସ୍କାର-ପ୍ରଦର୍ଶନ-ରୂପାନ୍ତରଣ ମନ୍ତ୍ରର ସଫଳତା କାହାଣୀ କହୁଛି : ପ୍ରଧାନମନ୍ତ୍ରୀ
ବିଶ୍ବରେ ଅତ୍ୟଧୂକ ଅନିଶ୍ଚିତତା ଲାଗି ରହିଥିବା ସମୟରେ ଭାରତ ଉଲ୍ଲେଖନୀୟ ସ୍ଥିରତା ସହ ଆଗକୁ ବଢ଼ୁଛି: ପ୍ରଧାନମନ୍ତ୍ରୀ
ଭିତ୍ତିଭୂମି ସହିତ ଶିଳ୍ପ ପାଇଁ ପ୍ରସ୍ତୁତ ଶ୍ରମଶକ୍ତି ବଉଁମାନର ସବୁଠାରୁ ବଡ଼ ଆବଶ୍ୟକତା: ପ୍ରଧାନମନ୍ତ୍ରୀ
ଆଜିର ଭାରତ ଏକ ବିକଶିତ ରାଷ୍ଟ୍ର ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି; ଏହି ଲକ୍ଷ୍ୟ ହାସଲ କରିବାରେ ସଂସ୍କାର ଏକ୍ସପ୍ରେସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି: ପ୍ରଧାନମନ୍ତ୍ରୀ
ନକୋଟରେ ଏକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ରାଜକୋଟଠାରେ କୁଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇ ।ଇଁ ଭାଇବ୍ରାଣ୍ଡ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧୂତ କରି ଶ୍ରୀ ମୋଦୀ କହିଥିଲେ, 2026 ବର୍ଷ ଆରମ୍ଭ ପରେ ଏହା ତା ତାଙ୍କର ପ୍ରଥମ ଗୁଜରାଟ ଗସ୍ତ। ସେ ଏହା ଉପରେ ଆଲୋକପାତ କରି କହିଥିଲେ, ସକାଳେ ସେ ଭଟ ଭଗବାନ ସୋମନାଥଙ୍କ ଦିବ୍ୟ ଦର୍ଶନ କରିଥିଲେ ଏବଂ ବର୍ତ୍ତମାନ ରାଜକୋଟ ମହାନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ‘ବିକାଶ ଭି, ବୀରାସତ ଭି' (ଐତିହ୍ୟକୁ ନେଇ ବିକାଶ) ମନ୍ତ୍ର ସବୁଠି ଗୁଞ୍ଜରିତ ହେଉଛି। ଭାଇବ୍ରାଣ୍ଟ ବ୍ରାଣ୍ଡ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେବା ପାଇଁ ଦୈଶ ଏବଂ ବିଶ୍ବରୁ ଆସିଥିବା ସମସ୍ତ ସହକର୍ମୀଙ୍କୁ ସେ ସ୍ବାଗତ କରିଥିଲେ ଏବଂ ° ଶୁଭେଚ୍ଛା ଜଣାଇଥିଲେ ।
ଶ୍ରୀ ମୋଦୀ କହିଥିଲେ, ଯେତେବେଳେ ବି ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀର ମଞ୍ଚ ଆୟୋଜନ ହୁଏ, ସେ ଏହାକୁ କେବଳ ଏକ ଶିଖର ସମ୍ମିଳନୀ ଭାବ ଭାବରେ ଦେଖନ୍ତି ନାହିଁ ବରଂ ଏକବିଂଶ ଶତାବ୍ଦୀରେ ଆଧୁନିକ ଭାରତର ଯାତ୍ରା ଭାବରେ ଦେଖନ୍ତି । ଏହି ମଞ୍ଚ ଏକ ସ୍ବପ୍ନ ସହିତ ଆରମ୍ଭହୋଇଥିଲା ଏବଂ ବର୍ତ୍ତମାନ ଅଟଳ ବିଶ୍ବାସରେ ପହଞ୍ଚିଛି। ଦୁଇ ଦଶନ୍ଧି ମଧ୍ୟରେ, ଭାଇବ୍ରାଣ୍ଡ
ଗୁଜରାଟର ଯାତ୍ରା ଏକ ବିଶ୍ବ ମାନଦଣ୍ଡ ପାଲଟିଛି । ଏପର୍ଯ୍ୟନ୍ତ ଦଶଟି ସଂସ୍କରଣ ଅନୁଷ୍ଠିତ ହୋଇଛି, ପ୍ରତ୍ୟେକ ଶିଖର ସମ୍ମିଳନୀର ପରିଚୟ ଏବଂ ଭୂମିକାକୁ ସୁଦୃଢ଼ କରୁଛି।
ଶ୍ରୀ ମୋଦୀ କହିଥିଲେ, ସେ ପ୍ରଥମ ଦିନରୁ ଭାଇବ୍ରାଣ୍ଡ ଗୁଜରାଟ ଗୁଜରାଟ ସମ୍ମିଳନୀର ଦୃଷ୍ଟିକୋଣ ସହିତ ଜଡିତ ରହିଆସିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଲକ୍ଷ୍ୟ ଥିଲା ସାରା ବିଶ୍ବକୁ ଗୁଜରାଟର ସମ୍ଭାବନା ବିଷୟ ପୟରେ ଅବଗତ କରା ରାଇବା, ଲୋକଙ୍କୁ ନିବେଶ କରିବା ଲାଗି ଆକର୍ଷିତ କରିବା ଏବଂ ଏହା ଏହାଦ୍ବାରା ଭାରତ ଓ ବିଶ୍ବ ନିବେଶକମାନଙ୍କୁ ଲାଭବାନ ହେବା ପାଇଁ ଆମନ୍ତ୍ରଣ କରିବା।
ଆଜି ଏହି ସମ୍ମିଳନୀ ନିବେଶଠାରୁ ଆଗକୁ ବଢ଼ି ବିଶ୍ବ ଅଭିବୃଦ୍ଧି, ଅନ୍ତର୍ଜାତୀୟ ସହଯୋଗ ଏବଂ ସହଭାଗୀ ଭାଗୀତା ପାଇଁ ।ଇଁ ଏକ ମଞ୍ଚ ପାଲଟିଛି । ବର୍ଷ ବର୍ଷ ଧରି ବିଶ୍ବ ସହଭାଗୀଙ୍କ ସଂଖ୍ୟା ନିରନ୍ଧର ବୃଦ୍ଧି ପାଇଛି ଏ ଏବଂ ଏହି ସମ୍ମିଳନୀ ଅନୁର୍ଭୂକ୍ତିକରଣର ଏକ ପ୍ରମୁଖ ଉଦା ଉଦାହରଣ ପାଲଟିଛି ଟିଛି । କର୍ପୋରେଟ୍ ଗୋଷ୍ଠୀ, ସମବା Iମବାୟ, ଏମଏସଏମଇ, ଷ୍ଟାର୍ଟ-ଅପ୍, ବହୁପାକ୍ଷିକ ଏବଂ ଦ୍ବିପାକ୍ଷିକ ସଂଗଠନ ଏବଂ ଅନ୍ତର୍ଜାତୀୟ ଆର୍ଥକ ପ୍ରତିଷ୍ଠାନଗୁଡ଼ିକ ଆଲୋଚନା, ବିଚାରବି ବିମର୍ଶ ଏବଂ ଗୁଜରାଟର ବିକାଶ ସହିତ କାନ୍ଧକୁ କ କାନ୍ଧ ମିଳାଇବା ପାଇଁ ଏଠାରେ ଏକାଠି ହେଉଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଥୂଲେ, ଗତ ଦୁଇ ଦଶନ୍ଧି ଧରି, ଭାଇବ୍ରାଣ୍ଡ ଗୁଜରାଗ ଗୁଜରାଟ ସମ୍ମିଳନୀ ନିରନ୍ଧର କିଛି ନୂତନ ଏବଂ ଏବଂ ବିଶେଷ ପରିଚୟ ପ୍ର ପ୍ରଦାନ କରିଛି କରିଛି । ଭାଇବ୍ରା ବ୍ରାଣ୍ଡ ଗୁଜରାଟ ଆଞ୍ଚଳିକ ସମ୍ମିଳନୀ ଏହି ପରମ୍ପରାର ଆଉ ଏକ ଉଦାହରଣ ପାଲଟିଛି। ଏହି ଆଞ୍ଚଳି ଆଞ୍ଚଳିକ ସମ୍ମିଳନୀର ଗୁଜରାଟର ପରିଣତ କରିବା ପ୍ରତି ଧ୍ୟାନ ଦେଉଛି। ଅଞ୍ଚଳରେ এ ଲମ୍ବା ଆଦିବାସୀ ବିଭିନ୍ନ ଅଂଶର ଅବ୍ୟବହୃତ ସମ୍ଭାବନାକୁ କାର୍ଯ୍ୟଦକ୍ଷତାରେ ରାଜ୍ୟର କିଛି ଅଞ୍ଚଳରେ ଉପକୂଳ ଅଞ୍ଚଳର ଶକ୍ତି ଅଛି, ଅନ୍ଯ ଅଞ୍ଚ କ୍ଷେତ୍ର ଅଛି, କିଛି ଅଞ୍ଚଳରେ ନରେ ଶିଳ୍ପ କ୍ଲଷ୍ଟରର ଏକ ବିଶାଳ ଇକେ କୋସିଷ୍ଟମ ଅଛି। ଅନ୍ୟ ଅଞ୍ଚଳରେ କୃଷି ଏବଂ ବଂ ପଶୁପାଳନ ଳନର ଏକ ସମୃଦ୍ଧ ପର ପରମ୍ପରା ଅଛି । ଗୁଜର ରାଟର ପ୍ରତ୍ୟେକ ଅଞ୍ଚଳର ନିଜସ୍ବ ଶକ୍ତି ଅଛି, ଏବଂ ଏହି ଏହି ଆଞ୍ଚଳିକ ସମ୍ଭାବନ ମ୍ଭାବନା ଉପରେ ଧ୍ୟାନ ଦେଇ ଆଞ୍ଚଳିକ ସମ୍ମିଳନୀ ଆଗକୁ ବଢ଼ୁଛି।
ନମନ୍ତ୍ରୀ କହିଥିଲେ, ଏକବିଂଶ ଶତାବ୍ଦୀର ଏକ ଚତୁର୍ଥାଂଶ ସମୟ ବିତିଗଲାଣି। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭାରତ ଦ୍ରୁତ ପ୍ରଗତି ହାସଲ କ କରିଛି । ଏଥିରେ ଗୁଜରାଟ ଏବଂ ଏହାର ସମସ୍ତ ଜନସାଧାରଣ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଭାରତ ବିଶ୍ବର ତୃତୀୟ ୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ଆଡ଼କୁ ଅଗ୍ରସର ହେଉଛି, ଏବଂ ଭାରତଠ ଭାରତଠାରୁ ବିଶ୍ବର ଆଶା ନିରନ୍ଧର ବୃଦ୍ଧି ପାଉଥିବାର ତଥ୍ୟ ଅନେକ ଥର ମିଳିଛି । ଭାରତ ହେଉଛି ସବୁଠାରୁ ଦ୍ରୁତ ।ରୁ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥବ୍ୟବସ୍ଥା। ଦେଶରେ ମୁଦ୍ରାସ୍କୃତି ନିୟନ୍ତ୍ରଣରେ ରହିଛି । କୃଷି ଉତ୍ପାଦନ ନୂତନ ରେକର୍ଡ ରେକର୍ଡ ହାସଲ କରୁଛି । ଭାରତ ଦୁଗ୍ଧ ଉତ୍ପାଦନରେ ଏକ ନମ୍ବୁର, ଜେନେରିକ ଔଷଧ ଉତ୍ପାଦନରେ ପ୍ରଥମ ଏବଂ ବିଶ୍ବର ସର୍ବବୃହତ ଟିକା ଉତ୍ପାଦକ ହୋଇପାରିଛି।
ଶ୍ରୀ ମୋଦୀ କହିଥିଲେ, ଭାରତର ଫ୍ୟାକୃଶିଟ୍ ଦର୍ଶାଉଛି ଯେ, ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣର ମନ୍ତ୍ର ସଫଳତାର କାହାଣୀ ପାଲଟିଛି । ଗତ 11 ବର୍ଷ ମଧ୍ୟରେ ଭାରତ ବିଶ୍ବର ସର୍ବବୃହତ ମୋବାଇଲ୍ ଡାଟା ଗ୍ରାହକ ହୋଇପାରିଛି। ୟୁପିଆଇ ବିଶ୍ବ ସ୍ବରରେ ଏକ ନମ୍ବର ରିଅଲ୍ -ଟାଇମ୍ ଡିଜିଟାଲ୍ ନେଣଦେଣ ପ୍ଲାଟଫର୍ମ ଭାବରେ ଉଭା ହୋଇଛି। ପୂର୍ବରୁ ଦଶଟି ମୋବାଇଲ୍ ଫୋନ୍ ମଧ୍ୟରୁ ନଅଟି ଆମଦାନି କରାଯାଉଥୁଲା, କିନ୍ତୁ ଆଜି ଭାରତ ବିଶ୍ବର ଦ୍ବିତୀୟ ବୃହତ୍ତମ
ମୋବାଇଲ୍ ଫୋନ୍ ନିର୍ମାତା। ଭାରତରେ ଏବେ ବିଶ୍ବର ତୃତୀୟ ବୃହତ୍ତମ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ୍ ଅଛି । ସୌରଶକ୍ତି ଉତ୍ପାଦନରେ ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ଭାରତ ସ୍ଥାନ ପାଇଛି । ଏହା ବିଶ୍ବର ତୃତୀୟ ବୃହତ୍ତମ ବିମାନ ବଜାର ଏବଂ ବିଶ୍ବସ୍ତରରେ ଶ୍ରେଷ୍ଠ ତିନୋଟି ମେଟ୍ରୋ ନେଟୱାର୍କ ମଧ୍ୟରୁ ଅନ୍ୟତମ ।
ଆଜି ପ୍ରତ୍ୟେକ ବିଶ୍ବ ବିଶେଷଜ୍ଞ ଏବଂ ପ୍ରତିଷ୍ଠାନ ଭାରତ ପ୍ରତି ଉତ୍ସାହୀ ବୋଲି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଇଏମଏଫ ଭାରତକୁ ବିଶ୍ବ ଅଭିବୃଦ୍ଧିର ଇଞ୍ଜିନ ବୋଲି କହୁଛି । ଏସଏଣ୍ଡର୍ପି ଅଠର ବର୍ଷ ପରେ ଭାରତର ମୂଲ୍ୟାଙ୍କିନରେ ସୁଧାର ଆଣିଛି । ଫିଚ୍ ରେଟିଂ ଭାରତର ମାକ୍ରୋ ସ୍ଥିରତା ଏବଂ ଆର୍ଥକ ବିଶ୍ବସନୀୟତାକୁ ପ୍ରଶଂସା କରିଛି ରିଛି। ଭାରତ ପ୍ରତି ବିଶ୍ବର ଏହି ବିଶ୍ବାସ ରହିଛି କାରଣ, ଦୁନିଆରେ ନାନା ଅନିଶ୍ଚିତତା ମଧ୍ୟରେ, ଭାରତ ଏ ରତ ଏକ ଅଭୂତପୂର୍ବ ସ୍ଥିରତାର ସାକ୍ଷୀ ହେଉଛି । ଭାରତ ରାଜନୈତିକ ସ୍ଥିରତା, ନୀତିଗତ ସ୍ଥାୟିତ୍ଵ ଏବଂ ଏବଂ ବର୍ଷିତ ବର୍ଷି କ୍ରୟ ଶକ୍ତି ଥୂବା ଏକ ବିସ୍ତାରିତ ନବ-ମଧ୍ୟବିତ୍ତ ବର୍ଗ ଭଳି ଫାଇଦା ରହିଛି । ଏହା ଭାରତକୁ ଅସୀମ ସମ୍ଭାବନାଚ ଏକ ରାଷ୍ଟ୍ର ରୂପେ ଛିଡ଼ା କରିଛି । ଲାଲକିଲ୍ଲାରୁ ତାଙ୍କ ବକ୍ତବ୍ୟକୁ ଦୋହରାଇ ଶ୍ରୀ ମୋଦୀ କହିଥିଲେ, "ଏହା ହିଁ ସମୟ, ସଠିକ୍ ସମୟ," ଦେଶ ଏବଂ ବିଶ୍ବର ପ୍ରତ୍ୟେକ ନିବେଶକଙ୍କ ପାଇଁ ଭାରତ ସମ୍ଭାବନାର ସୁଯୋଗ ନେବା ପାଇଁ ଏହା ପ୍ରକୃତରେ ସଠିକ୍ ସମୟ। ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀ ମଧ୍ୟ ସମସ୍ତ ନିବେଶକଙ୍କୁ ସମାନ ବାର୍ଷା ଦେଉଛି - ସୌରାଷ୍ଟ୍ର-କଚ୍ଛରେ ନିବେଶ ପାଇଁ, ଏହା ହିଁ ସମୟ, ସଠିକ୍ ସମୟ। ରତର
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ସୌରାଷ୍ଟ୍ର ଏବଂ କଚ୍ଛ ହେଉଛି ଗୁଜରାଟର ଏପରି ଅଞ୍ଚଳ ଯାହା ଆମକୁ ଶିକ୍ଷା ଦିଏ ଯେ ଯେତେ ବଡ଼ ଆହ୍ୱାନ ଆସୁ ନା କାହିଁକି, ଯଦି ଜଣେ ସଚ୍ଚୋଟତା ଏବଂ କଠିନ ପରିଶ୍ରମ ସହିତ ଅଟଳ ରହେ, ତେବେ ସଫଳତା ନିଶ୍ଚିତ। ଏହା ସେହି କଚ୍ଛ, ଯାହା ଚଳିତ ଶତାବ୍ଦୀର ଆରମ୍ଭରେ ଏକ ବିନାଶକାରୀ ଭୂମିକମ୍ପର ସମ୍ମୁଖୀନ ହୋଇଥିଲା। ସେହିପରି ସୌରାଷ୍ଟ୍ର ବର୍ଷ ବର୍ଷ ଧରି ମରୁଡ଼ିର ଶିକାର ହୋଇଥିଲା । ଏଠାରେ ମା' ଏବଂ ଭଉଣୀମାନଙ୍କୁ ପାନୀୟ ଜଳ ପାଇଁ ଅନେକ କିଲୋମିଟର ଚାଲିବାକୁ ପଡୁଥୁଲା, ବିଦ୍ୟୁତ ଅନିଶ୍ଚିତ ଥିଲା ଏବଂ ସବୁଠି ଅସୁବିଧା ଥିଲା । ଆଜିର 20-25 ବର୍ଷ ବୟସର ଯୁବକମାନେ କେବଳ ସେ ସମୟର କାହାଣୀ ଶୁଣିଛନ୍ତି, ଯେତେବେଳେ ଲୋକମାନେ କଚ୍ଛ କିମ୍ବା ସୌରାଷ୍ଟ୍ରରେ ଅଧୂକ ଧୂକ ସମୟ ରହିବାକୁ ମଧ୍ୟ ଅନିଚ୍ଛୁକ ଥିଲେ । ଏପରି ମନେ ହେଉଥୁଲା ଯେପରି ଏ ପରିସ୍ଥିତି କେବେ ବଦଳିବ ନାହିଁ। କିନ୍ତୁ ଇତିହାସ ସାକ୍ଷୀ ରହିଛି, ସମୟ ବଦଳିଲେ, ପ୍ରକୃତରେ ସ୍ଥିତି ବଦଳିଥାଏ। ସୌରାଷ୍ଟ୍ର ଏବଂ କଚ୍ଛିର ଲୋକମାନେ ସେମାନଙ୍କର କଠିନ ପରିଶ୍ରମ ଦ୍ବାରା ସେମାନଙ୍କର ଭାଗ୍ୟ ପରିବର୍ତ୍ତନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ।