ସଚେତନତା ର ବାର୍ତ୍ତା...

Nov 19, 2025 - 12:36
 9
ସଚେତନତା ର ବାର୍ତ୍ତା...

ଡିଜିଟାଲ ଆରେଷ୍ଟର ଧମକ କଣ ?

ଆଇନରେ ଡିଜିଟାଲ ଆରେଷ୍ଟ ବୋଲି କିଛି ନାହିଁ। 

ବ୍ୟକ୍ତିଗତ/ ଆର୍ଥିକ ସୂଚନା ସେୟାର କରନ୍ତୁ ନାହିଁ

ଅନ୍ୟକୁ ଭୟରେ ଟଙ୍କା ଦିଅନ୍ତୁ ନାହିଁ

ସହାୟତା ପାଇଁ 1930କୁ କଲ୍ କରନ୍ତୁ। 

: Reserve Bank of India (RBI)