ମୁମ୍ବାଇଠାରେ ‘ଇଣ୍ଡିଆ ମାରିଟାଇମ୍ ୱିକ୍-2025’ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

Oct 28, 2025 - 21:30
 7
ମୁମ୍ବାଇଠାରେ ‘ଇଣ୍ଡିଆ ମାରିଟାଇମ୍ ୱିକ୍-2025’ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାମୁଦ୍ରିକ ଦୃଷ୍ଟିକୋଣ ତିନୋଟି ସ୍ତମ୍ଭ ଉପରେ ଆଧାରିତ: ସୁରକ୍ଷା, ସ୍ଥିରତା ଏବଂ ଆତ୍ମନିର୍ଭରଶୀଳତା

ଏହା ହେଉଛି ଭାରତର ସାମୁଦ୍ରିକ ମୁହୂର୍ଭ, ଯାହା ଭାରତର ପ୍ରବେଶପଥକୁ ବିଶ୍ବ ପ୍ରବେଶପଥରେ ପରିଣତ କରୁଛି

ସାମୁଦ୍ରିକ କ୍ଷେତ୍ରରେ ମୋଦୀ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଇଥିବା ସଂସ୍କାର ଯୋଗୁଁ ଭାରତ ଆଜି ବିଶ୍ବ ସାମୁଦ୍ରିକ ମାନଚିତ୍ରରେ ଏକ ଉଦୀୟମାନ ଶକ୍ତି ଭାବରେ ଛିଡ଼ା ହୋଇଛି

ଭାରତ ଏହାର ସାମୁଦ୍ରିକ ସ୍ଥିତି, ଗଣତାନ୍ତ୍ରିକ ସ୍ଥିରତା ଏବଂ ନୌସେନା କ୍ଷମତାକୁ ବ୍ୟବହାର କରି ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ଓ ଗ୍ଲୋବାଲ୍ ସାଉଥ ମଧ୍ୟରେ ଏକ ସେତୁ ସେ ଭାବରେ କାର୍ଯ୍ୟ କରିବା ସହିତ ବିକାଶ, ସୁରକ୍ଷା ଏବଂ ପରିବେଶଗତ ପ୍ରଗତିକୁ ପ୍ରୋତ୍ସାହିତ କରୁଛି

ଇଣ୍ଡିଆ ମାରିଟାଇମ୍ ୱିକ୍-2025 ଶିଖର ସମ୍ମିଳନୀ 2047 ସୁଦ୍ଧା ସାମୁଦ୍ରିକ ଶିଳ୍ପରେ ଭାରତକୁ ଶୀର୍ଷରେ ସ୍ଥାନିତ କରିବାର ଲକ୍ଷ୍ୟ ହାସଲ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ

ଭାରତର ଲକ୍ଷ୍ୟ ହେଉଛି ଏକ କ ସବୁଜ ସାମୁଦ୍ରିକ ଭବିଷ୍ୟତ ନିର୍ମାଣ କରିବା ଯାହା ପ୍ରକୃତି ସହିତ ସନ୍ତୁଳନ ବଜାୟ ରଖ୍ ବିକାଶକୁ ତ୍ବରାନ୍ବିତ କରିଥାଏ

ସମୁଦ୍ର ଉପରେ ନିର୍ଭରଶୀଳ କ୍ଷୁଦ୍ର ଦ୍ବୀପ ରାଷ୍ଟ୍ର ଏବଂ ଏବଂ ଗ୍ଲୋବାଲ୍ ସାଉଥ୍ ଦେଶଗୁଡ଼ିକୁ ଧ୍ୟାନରେ ରଖ୍ ଭାରତ ଏକ ସବୁଜ, ସମୃଦ୍ଧ ଏବଂ ସହଭାଗୀ ସମୁଦ୍ର ସୃଷ୍ଟି କରିବାର ଦୃଷ୍ଟିକୋଣ ସହିତ ଆଗକୁ ବଢ଼ୁଛି

ଗତ 11 ବର୍ଷ ଧରି, ମୋଦୀଜୀ ଭାରତର ସାମୁଦ୍ରିକ ସ୍ଥିରତା ଏବଂ ବିଶ୍ବ ସମୃଦ୍ଧିର ଏକ ଉତ୍ସ ଭାବରେ ପରିଭା କ୍ଷେତ୍ରକୁ ଜାତୀୟ ତୀୟ ଶକ୍ତି, ଆଞ୍ଚଳିକ ଷିତ କରିଛନ୍ତି