ରାଜଧାନୀ ଭୁବନେଶ୍ୱର 108 ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ହନୁମାନ ଚାଳିଶା ପଠନ...
ରାଜଧାନୀ ଭୁବନେଶ୍ୱର 108 ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ହନୁମାନ ଚାଳିଶା ପଠନ...
ସକାଳ ଆରମ୍ଭରୁ 108 ହନୁମାନ ମନ୍ଦିରରେ ଦେଖା ମିଳିଲାନି ପ୍ରବଳ ଗହଳି |
ଭକ୍ତ ମାନେ ହନୁମାନ ପ୍ରଭୁଙ୍କ ପୂଜା ଅର୍ଚନା ସାରି ହନୁମାନ ଚାଳିଶା ପାଠ କରିବାରେ ବ୍ୟସ୍ତ |
ଆଜିଠାରୁ ଓଡ଼ିଆ ନୂତନ ବର୍ଷ ଆରମ୍ଭ | ହନୁମାନ ପ୍ରଭୁଙ୍କ ଜୟନ୍ତ | ସେଥିପାଇଁ ଓଡ଼ିଆ ମାନେ ଆନନ୍ଦଉଲ୍ଲାସ ଖୁସି ମନାଉଛନ୍ତି | ଆଜି ବି ପଣାସଂକ୍ରାନ୍ତି ରୂପରେ ପରିଚିତ ଅଟେ |
ଓଡ଼ିଆଙ୍କ ଘରେ ଘରେ ଆଜି ପଣାର ଆସର |
ରାଜଧାନୀ ଭୁବନେଶ୍ୱର ୟୁନିଟ -1 ଠାରେ 108 ହନୁମାନ ମନ୍ଦିର | ଏହା ଓଡିଶାର ନିଆରା ମନ୍ଦିର ଅଟେ | ଏଠାରେ ଗୋଟେ ଜାଗାରେ 108 ହନୁମାନ ଦର୍ଶନ ମିଳେ |
ଏଠି ଭକ୍ତର ବିଶ୍ୱାସ ଅଛି ଏଠାରେ ହନୁମାନ ଚାଳିଶା ପାଠ କଲେ ଶ୍ରୀଘ ଫଳପ୍ରାପ୍ତି ହୁଏ |