ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥା...

Jul 13, 2026 - 17:25
 6
ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥା...

ଇସ୍କନ ରଥଯାତ୍ରା ପାଇଁ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍ ପକ୍ଷରୁ କଟକଣା ଜାରି

ରଥଯାତ୍ରା ଦିନ ଅପରାହ୍ଣ ୩ଟାରୁ ଯାତ୍ରା ଶେଷ ପର୍ଯ୍ୟନ୍ତ କଟକଣା

ଖୋର୍ଦ୍ଧା ପଟୁ ଆସୁଥିବା ଭାରୀଯାନ ସିଆରପି ଛକ ଆଡ଼େ ଆସିବା ମନା

ଡିଏଭି ସ୍କୁଲ୍‌ ୟୁନିଟ୍‌ ୮ ଠାରୁ ସିଆରପି ଛକ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ

ସିଆରପି ଛକଠାରୁ ଇସ୍କନ୍‌ ମନ୍ଦିର ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ

ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାରେ ମଧ୍ୟ ସମାନ ସ୍ଥାନରେ କଟକଣା

ରଥ ଅତିକ୍ରମ କରିବା ପର୍ଯ୍ୟନ୍ତ ପୋଲିସ୍‌ର କଟକଣା ଜାରି

ସୁନାବେଶ ଦିନ ସନ୍ଧ୍ୟା ୫ଟାରୁ ଦର୍ଶନ ଶେଷ ପର୍ଯ୍ୟନ୍ତ କଟକଣା

ସିଆରପି ଛକଠାରୁ ଇସ୍କନ୍‌ ମନ୍ଦିର ପର୍ଯ୍ୟନ୍ତ ବନ୍ଦ ରହିବ ଗାଡ଼ି ଚଳାଚଳ

ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହାନ ପାଇଁ କଟକଣା ନାହିଁ