ସ୍କୁବା ତାଲିମ ସୁବିଧାର ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

Dec 15, 2025 - 08:34
 6
ସ୍କୁବା ତାଲିମ ସୁବିଧାର ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି ମାନନୀୟ ମୁଖ୍ୟମନ୍ତ୍ରୀ  ଶ୍ରୀ ମୋହନ ଚରଣ ମାଝୀ

ଲୋକଙ୍କ ସରକାର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କୋଣାର୍କର ରାମଚଣ୍ଡୀଠାରେ ଏକ ଜାତୀୟ ସ୍ତରୀୟ ତାଲିମ ସୁବିଧା, ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫ ଗାର୍ଡ ପ୍ରତିଷ୍ଠାନର ଉଦଘାଟନ ଏବଂ ସ୍କୁବା ତାଲିମ ସୁବିଧାର ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି।