ରାଜ୍ୟ ବିଜେପିରେ ବିଭିନ୍ନ ମୋର୍ଚ୍ଚାର ନବକଳେବର...
ମନମୋହନ ଗଢ଼ିଲେ ନୂଆ ଯୁବ ଟିମ୍ ।
କେବଳ ଯୁବ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା ସଭାପତି ରିପିଟ୍ ହୋଇଛି
ଅଭିଳାଷ ପଣ୍ଡା ପୁଣି ହେଲେ ଯୁବ ମୋର୍ଚ୍ଚା ସଭାପତି
ଡ. ଐଶ୍ବର୍ଯ୍ୟା ବିଶ୍ବାଳ ମହିଳା ମୋର୍ଚ୍ଚା ସଭାପତି
କୃଷକ ମୋର୍ଚ୍ଚା ସଭାପତି ହେଲେ ଶୁଭ୍ରାଂଶ ପାଢ଼ୀ
ଏସ୍ସି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକ ।
ଏସ୍ଟି ମୋର୍ଚ୍ଚା ସଭାପତି ହେଲେ କାନ୍ଦରା ସୋରେନ୍
ପ୍ରଦ୍ୟୁମ୍ନ ନାୟକଙ୍କୁ ଓବିସି ମୋର୍ଚ୍ଚା ସଭାପତି
ଗୁରିନ୍ଦର ସିଂ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି
ବିଜେପି ସେଲ ଇନ୍ ଚାର୍ଜ ଭାବେ ରଞ୍ଜନ କୁମାର ପଟେଲ
ରାଜ୍ୟସଭା ସଂସଦ ସୁଜିତ୍ କୁମାର ଓ ସୁଦିପ୍ତ କୁମାର ରାୟଙ୍କୁ ଦାୟିତ୍ବ ମିଳିଛି।