ରାଜ୍ୟ ସରକାର ସ୍ୱାୟତ୍ତ ଶାସନ ଦିବସରେ କିଛି ସହରକୁ ନୂତନ ରୂପ ଦେଲେ

Aug 31, 2025 - 22:43
 7
ରାଜ୍ୟ ସରକାର ସ୍ୱାୟତ୍ତ ଶାସନ ଦିବସରେ କିଛି ସହରକୁ ନୂତନ ରୂପ ଦେଲେ

ରାଜ୍ୟର ୧୬ ଟି ଛୋଟ ଛୋଟ ସହର ନୂଆ ଭାବେ NAC ସ୍ବୀକୃତି ପାଇଲେ, ସେଗୁଡିକ ହେଲେ ଲୋଇସିଂହା, ବଡମ୍ବା, ନରସିଂହପୁର, ସାଲେପୁର, ଗନ୍ଦିଆ, ଜଗନ୍ନାଥ ପ୍ରସାଦ, ପାତ୍ରପୁର, ଚଣ୍ଡିଖୋଲ, ନର୍ଲା, ଜୟପାଟଣା, ଟାଙ୍ଗୀ, ବରିଗୁମ୍ମା, କପ୍ତିପଦା, ଯଶିପୁର ଓ ରସଗୋବିନ୍ଦପୁର

୭ ଟି NAC ନୂତନ ମୁନିସିପାଲିଟି ରେ ପରିଣତ ହେଲେ, ସେଗୁଡିକ ହେଲା :କରଞ୍ଜିଆ, ବୌଦ୍ଧ,ଭଞ୍ଜନଗର, ଆସ୍କା, ଛତ୍ରପୁର,କବିସୂର୍ଯ୍ୟନଗର ଓ ପୋଲସରା