ରାଫେଲ ଯୁଦ୍ଧ ବିମାନ ରେ ରାଷ୍ଟ୍ରର ପ୍ରଥମ ନାଗରିକ...

Oct 29, 2025 - 18:37
 19
ରାଫେଲ ଯୁଦ୍ଧ ବିମାନ ରେ ରାଷ୍ଟ୍ରର ପ୍ରଥମ ନାଗରିକ...

ରାଫେଲ୍ ଯୁଦ୍ଧ ବିମାନରେ ଉଡ଼ାଣ ଭରିଲେ ରାଷ୍ଟ୍ରପତି

ହରିୟାଣାର ଅମ୍ବାଲା ବାୟୁସେନା ଷ୍ଟେସନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ହେଉଛନ୍ତି ରାଷ୍ଟ୍ରପତି

୨୦୨୩ରେ ତେଜପୁରରେ ସୁଖୋଇ-୩୦ରେ ଉଡ଼ାଣ ଭରିଥିଲେ ରାଷ୍ଟ୍ରପତି