ରାସ୍ତାରେ ଖାଲି ଗଡିବ EV ବସ...

Jan 21, 2026 - 22:26
 11
ରାସ୍ତାରେ ଖାଲି ଗଡିବ EV ବସ...

ରାସ୍ତାରେ ଖାଲି ଗଡିବ EV ବସ...

ଡିଜେଲ୍‌ ଚାଳିତ ‘ଆମ ବସ୍‌’ ରାସ୍ତାରୁ ହଟିବ 

କେଵଳEV ବସ ଚାଲିବ

ଡିଜେଲ ବସ ହଟେଇବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର

ଡିଜେଲ ବସ କୁ ଧୀରେ ଧୀରେ ସ୍କାର୍ପ କରାଯିବ 

ବଦଳରେ EV ବସ ଆସି ରାସ୍ତାରେ ଗଡିବ

ଏ ବିଷୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି