ରୋଜଗାର ନ ଥିଲେ ବି ଦେବାକୁ ହେବ ଭରଣ ପୋଷଣ

Sep 18, 2025 - 17:01
 16
ରୋଜଗାର ନ ଥିଲେ ବି ଦେବାକୁ ହେବ ଭରଣ ପୋଷଣ

କଲିକତା ହାଇକୋର୍ଟ ଛାଡ଼ ପତ୍ର ଘଟଣାରେ ନିଜ ସ୍ତ୍ରୀଙ୍କୁ ଭରଣ ପୋଷଣ ଦେବାକୁ ବାଧ୍ୟ 

ସ୍ତ୍ରୀ ଚାକିରୀ କରିଥିଲେ ବି ସ୍ୱାମୀ ମାସିକ ଆର୍ଥିକ ସହାୟତା ଦେବା ପାଇଁ ବାଧ୍ୟ 

ରୋଜଗାର ନାହିଁ, ଆଉ ଏମିତି ବାହାନା ଚଳିବନି 

ସ୍ୱାମୀ ହିସାବରେ ସ୍ତ୍ରୀ ପ୍ରତି ସାମାଜିକ ଆଇନଗତ ଏବଂ ନୈତିକ ଦାୟିତ୍ୱ ରହିବ 

ବେରୋଜଗାରିଆ ସ୍ୱାମୀ, ଚାକିରିଆ ସ୍ତ୍ରୀ ଙ୍କ ମଧ୍ୟରେ ଛାଡ଼ପତ୍ର ଘଟଣାରେ କଲିକତା ହାଇ କୋର୍ଟ ଏପରି ନିର୍ଦେଶନାମା ଜାରି କରିଛନ୍ତି