ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ବାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

Mar 15, 2026 - 09:20
 16
ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ବାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ବାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

ସୋନମ ୱାଙ୍ଗଚୁକଙ୍କ ଅଟକ ତୁରନୁ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିଷ୍ପତ୍ତ

ଶାନ୍ତିପ୍ରିୟ ଲେହ ସହରରେ ୨୪ ସେପ୍ଟେମ୍ବ ପ୍ଟେମ୍ବର ୨୦୨୫ରେ ସୃଷ୍ଟି ହୋଇଥୂ ପୃଥ୍ବା ଆଇନ-ଶୃଙ୍ଖଳା ପରିସ୍ଥିତି ପରେ ଶ୍ରୀ ସୋନମ୍‌ ୱାଙ୍ଗଚୁକ୍‌ଙ୍କୁ ୨୬ ସେପ୍ଟେମ୍ବର ୨୦୨୫ରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅଧୀନରେ ଅଟକ ରଖାଯାଇଥିଲା। ଲେହ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଇନ-ଶୃଙ୍ଖଳା ରକ୍ଷା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି ଆଇନ ଅନୁସାରେ ଶ୍ରୀ ଓ୍ବାଙ୍ଗଚୁକ୍ ଏପର୍ଯ୍ୟନ୍ତ ତାଙ୍କ ଅଟକ 'କ ଅବଧୂର ଅର୍ଦ୍ଧ ସମୟ ମଧ୍ଯ ପୂରଣ କରିସାରିଲେଣି।

ଲଦାଖର ଲୋକଙ୍କ ଆକାଂକ୍ଷା ଏବଂ ଚିନାକୁ ସମାଧାନ କରିବା ପାଇଁ ସରକାର ବିଭିନ୍ନ ପକ୍ଷ ଏବଂ ନାଗରିକ ସମାଜ ନେତାଙ୍କ ସହିତ ସକ୍ରିୟ ସକ୍ରିୟ ଯୋଗା ଗାଯୋଗରେ ଅଛନ୍ତି। ତଥାପି, ବନ୍ଦ ଏବଂ ପ୍ରତିବାଦର ପରିବେଶ ସମାଜର ଶାନ୍ତିପୂ ନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ କ୍ଷତିକାରକ ରକ ପ୍ରମାଣିତ ହୋଇଛି ଏବଂ ଛାତ୍ର, ନିଯୁକ୍ତି ଆଶାୟୀ, ବ୍ୟବସାୟ, ଟୁର ଅପରେଟର ଏବଂ ପର୍ଯ୍ୟଟ ଟକ ସମେତ ସ ସମ୍ପ୍ରଦାୟ ବିଭିନ୍ନ ବର୍ଗ ର୍ଗ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଛି, ଏବଂ ଲଦାଖର ଅର୍ଥନୀତି ମଧ୍ଯ ପ୍ରଭାବିତ ହୋଇଛି।

ସରକାର ର ଲଦାଖରେ ଶାନ୍ତି, ସ୍ଥିରତା ଏବଂ ପାରସ୍ପରିକ ବିଶ୍ବାସର ପରିବେଶ ସୃଷ୍ଟି କରିବାକୁ ପ୍ରତିବଦ୍ଧ ବଦ୍ଧ, ଯାହା ଦ୍ବାରା ସମ ସମସ୍ତ ଅଂଶୀଦାରଙ୍କ ସହିତ ଗଠନମୂଳ ମୂଳକ ଏବଂ ଅର୍ଥ ଆଲୋଚନା ହୋଇ‌ପାରିବ। ଏହି ଉଦ୍ଦେଶ୍ୟ ପାଇଁ ଏବଂ ଉପଯୁକ୍ତ ବିଚାର ବିମର୍ଶ ପରେ, ସରକାର ଜାତୀଯ ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି ଶ୍ରୀ ସୋନମ ୱାଙ୍ଗଚୁକଙ୍କ ଅଟକକୁ ତୁରନ୍ତି ପ୍ରତ୍ୟାହ ତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଲଦାଖର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସରକାର ତାଙ୍କର ପ୍ରତିବଦ୍ଧତାକୁ ପୁଣି ଦୋହରାଉ ାଉଛନ୍ତି। ସରକାର ଆଶାବାଦୀ ଯେ ଉଚ୍ଚସ୍ତରୀୟ କମିଟି ଏବଂ ଅନ୍ୟାନ୍ୟ ଉପଯୁକ୍ତ ମଞ୍ଚ ସମେତ ଗଠନମୂଳକ ସମ୍ପର୍କ ଏବଂ ଆଲୋଚନା ମାଧ୍ୟମରେ ଏହି ଅଞ୍ଚଳ ସହିତ ଜଡିତ ସମସ୍ୟା ସମସ୍ୟାଗୁଡ଼ିକର ସମାଧାନ ହେବ।