ଲୋକଙ୍କ ସରକାର 10 ତାରିଖ ସୋମବାର ରେ ଲୋକଙ୍କ ଠାରୁ ଦୂରରେ ରହିବେ...

Nov 10, 2025 - 09:01
 12
ଲୋକଙ୍କ ସରକାର 10 ତାରିଖ ସୋମବାର ରେ ଲୋକଙ୍କ ଠାରୁ ଦୂରରେ ରହିବେ...

ଲୋକଙ୍କ ସରକାର 10 ତାରିଖ ସୋମବାର ରେ ଲୋକଙ୍କ ଠାରୁ ଦୂରରେ ରହିବେ...

ଭୁବନେଶ୍ବର: ଆସନ୍ତା ୧୦ ତାରିଖ ସୋମବାର ଦିନ

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏ ସମ୍ପର୍କରେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥୂବାରୁ ଅଭିଯୋଗ ଶୁଣାଣି ଶିବିର ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣ ମାଧ୍ୟମ ଜରିଆରେ ଜଣାଇ ଦିଆଯିବ ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସମାଧାନ ଅଧୂବେଶନ ନାଗରିକମାନଙ୍କ ପାଇଁ ରାଜ୍ୟ ନେତୃତ୍ୱଙ୍କୁ ସିଧାସଳଖ ସେମାନଙ୍କର ଚିନ୍ତା ପ୍ରକାଶ କରିବା ପାଇଁ ଏକ ଗୁରୁତ୍ବପୂର୍ଣ ମଞ୍ଚ । ଆଉ ଏହି ବାତିଲ୍ ନାଗରିକ ସୁବିଧା ଠାରୁ ଆରମ୍ଭକରି ପ୍ରଶାସନିକ ଚ୍ୟାଲେଞ୍ଜ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ପାଇଁ ଏବଂ ସେମାନଙ୍କ ପାଳି ଅପେକ୍ଷା କରିଥିବା ଅନେକଙ୍କ ପାଇଁ ସମାଧାନକୁ ଅସ୍ଥାୟୀ ଭାବରେ ବିଳମ୍ବ କରିପାରେ ।