ଅଭଡ଼ା ପୁଣି Online ରେ !...
ପୁରୀ: ଅନଲାଇନରେ ମହାପ୍ରସାଦ ଯୋଗାଇବା ବିଜ୍ଞାପନ ଦେଇ.ଭୁବନେଶ୍ବରର ଜଣେ ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀଙ୍କୁ ଗିରଫ କଲା ପୋଲିସ। ୱବସାଇଟରେ ଅନଲାଇନ ମହାପ୍ରସାଦ ଅର୍ଡର ନେଇ ବିଜ୍ଞାପନ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏନେଇ ସିଂହଦ୍ବାର ଥାନାରେ ଦେଇଥିଲେ ଏତଲା।