ଶଢ଼େଇରୁ ମାଟି: ନଡ଼ିଆ ବର୍ଜ୍ୟକୁ ଅର୍ଥନୈତିକ ଏବଂ ପରିବେଶଗତ ଲାଭରେ ରୂପାନ୍ତରିତ କରୁଛନ୍ତି ଭାରତର ସହରାଞ୍ଚଳ ସଂସ୍ଥା

Jan 1, 2026 - 14:11
 14
ଶଢ଼େଇରୁ ମାଟି: ନଡ଼ିଆ ବର୍ଜ୍ୟକୁ ଅର୍ଥନୈତିକ ଏବଂ ପରିବେଶଗତ ଲାଭରେ ରୂପାନ୍ତରିତ କରୁଛନ୍ତି ଭାରତର ସହରାଞ୍ଚଳ ସଂସ୍ଥା

ଶଢ଼େଇରୁ ମାଟି: ନଡ଼ିଆ ବର୍ଜ୍ୟକୁ ଅର୍ଥନୈତିକ ଏବଂ ପରିବେଶଗତ ଲାଭରେ ରୂପାନ୍ତରିତ କରୁଛନ୍ତି ଭାରତର ସହରାଞ୍ଚଳ ସଂସ୍ଥା

ଓଡ଼ିଶାର ପୁରୀ, ଉତ୍ତରପ୍ରଦେଶର ବାରାଣସୀ ଏବଂ ଆନ୍ଧ୍ରପ୍ରଦେଶର ତିରୁପତି ଭଳି ଧାର୍ମିକ କେନ୍ଦ୍ରଗୁଡ଼ିକ ମନ୍ଦିରରୁ ନିର୍ଗତ ନଡ଼ିଆ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ପାଇଁ ସ୍ବତନ୍ତ୍ର 'ମ୍ୟାଟେରିଆଲ୍ ରିକଭରି ଫାସିଲିଟି' ସ୍ଥାପନ ।

ଭୁବନେଶ୍ବରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟର ଅଭିନବ ପ୍ରୟାସ: ମନ୍ଦିର ନଡ଼ିଆ ବର୍ଜ୍ୟବସ୍ତୁରୁ ସୃଷ୍ଟି ହେଉଛି ସ୍ଥାୟୀ ଜୀବିକା ଏବଂ ସବୁଜ ସମ୍ପଦ ।

କୁନୁମକୁଲମଠାରେ 'ଗ୍ରୀନ୍ ଡି-ଫାଇବରିଂ ୟୁନିଟ୍' ନଡ଼ିଆ ବର୍ଜ୍ୟବସ୍ତୁକୁ ଦୁର୍ଗନ୍ଧମୁକ୍ତ ଖତରେ ପରିଣତ କରି ଚାଷୀଙ୍କ ଆୟ ବୃଦ୍ଧି ସହ ସ୍ଥାନୀୟ ସବୁଜ ନିଯୁକ୍ତିକୁ ପ୍ରୋତ୍ସାହନ।

ଚେନ୍ନାଇରେ ପିପିପି ମଡେଲ୍‌ରେ କାର୍ଯ୍ୟକାରୀ ହେଉଥ‌ିବା ୟୁନିଟ୍‌ଗୁଡ଼ିକ ୧.୧୫ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧୂକ ନଡ଼ିଆ

ବର୍ଜ୍ୟବସ୍ତୁକୁ କତା ଏବଂ ଖତରେ ପ୍ରକ୍ରିୟାକରଣ। ଇନ୍ଦୋରର ସମନ୍ବିତ ନଡ଼ିଆ ବର୍ଜ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଦ୍ବାରା ଦୈନିକ ୨୦ ଟନ୍ ବର୍ଜ୍ୟବସ୍ତୁକୁ 'କୋକୋପିଟ୍' ଓ କତାରେ

ପରିଣତ କରି ବାୟୋ-ସିଏନଜି ଏବଂ ବୃତ୍ତାକାର ଅର୍ଥନୀତିକୁ ଶକ୍ତି ପ୍ରଦାନ।

ପାଟନାର 'ଶୂନ୍ୟ-ଖର୍ଚ୍ଚ' ନଡ଼ିଆ ବର୍ଜ୍ୟ ମଡେଲ୍ ଦୈନିକ ୧୦ ଟନ୍‌ ବର୍ଜ୍ୟବସ୍ତୁକୁ କତା, କୋକୋପିଟ୍ ଏବଂ ଜୈବିକ ଖତରେ ପରିଣତ କରି ଲ୍ୟାଣ୍ଡଫିଲ୍‌ର ବୋଝ କମାଉଛି ।

ନୂଆଦିଲ୍ଲୀ: ସମୁଦ୍ରକୂଳିଆ ସହରକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପଇଡ଼ ପାଣି ଏକ ସତେଜ ଏବଂ ତାଜା ଅନୁଭବ ଦିଏ। ଏହା ସ୍ବାସ୍ଥ୍ୟକର ହୋଇଥିବାରୁ ଅନେକ ଏଥିପାଇଁ ଆଗ୍ରହ ପ୍ରକାଶ କରନ୍ତି। ସେହିପରି ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ନଡ଼ିଆ ଅନେକ ସମୟରେ ଅତ୍ୟାବଶ୍ୟକ ବି ହୋଇଥାଏ। ହେଲେ ବ୍ୟବହାର ହୋଇଗଲା ପରେ ନଡ଼ିଆ ଶଢ଼େଇ ଅଦରକାରୀ ହୋଇପଡ଼େ। ଖାଲି ସ୍ଥାନରେ ଜମା ହୋଇ ପରିବେଶ ଓ ସ୍ବାସ୍ଥ୍ୟ ସଙ୍କଟ ବି ସୃଷ୍ଟି କରିବାର ଆଶଙ୍କା দা পাত্র। ସହରାଞ୍ଚଳ ସ୍ବାୟତ୍ତସଂସ୍ଥାଗୁଡ଼ିକ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ ସୃଷ୍ଟି କରୁଥିବା ବେଳେ ଭାରତ ସରକାରଙ୍କ ଗୃହ ৩০° ନଗର ଉନ୍ନୟନ ମନ୍ତ୍ରଣାଳୟ ଏକ ଅଭିନବ ଯୋଜନା ପ୍ରସ୍ତୁତ କରିଛି। ଏହା ନଡ଼ିଆ ଶଢ଼େଇ, ପଇଡ଼ ଖୋଳପାକୁ ଆବର୍ତ୍ତୀ ଅର୍ଥନୀତିର ଅଙ୍ଗ କରିଛି। ଯାହା ଫଳରେ ବର୍ଜ୍ୟର ସୁପରିଚାଳନା ହେବା ସହ ଜୀବିକା ମଧ୍ଯ ସୃଷ୍ଟି ହୋଇପାରିଛି।

ଏହା ସମ୍ଭବ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ଏବଂ ଦୂରଦୃଷ୍ଟି ଯୋଗୁ। ଯାହାକୁ ସଫଳ କରିବା ପାଇଁ ଗୃହ ৩৯° ବଂ ନଗର ଉନ୍ନୟନ ମନ୍ତ୍ରଣାଳୟ ଉପଯୁକ୍ତ ଟେକ୍ନୋଲୋଜି ବିକାଶ କରିଛି। ଏହି ଟେକ୍ନୋଲୋଜି ଦ୍ବାରା ଅଦରକାରୀ ସମ୍ପଦରୁ ବିଭିନ୍ନ ଜରୁରୀ ଉତ୍ପାଦ ତିଆରି ହେବା ସହ ରାଜସ୍ବ ମିଳିପାରୁଛି। ବିଶେଷ କରି ଉପକୂଳବର୍ତ୍ତୀ ସହରଗୁଡ଼ିକରେ ଏହି ପରିବ ପରିବର୍ତ୍ତନ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଏଥିରୁ ଜୈବିକ ଖତ ଏବଂ ମାଟିର ବିକଳ୍ପ ଭାବେ 'କୋକୋପିଟ୍' ପ୍ରସୃତ ହେଉଛି ଏବଂ ବଂ ଏହାର କତାରୁ ମଜଭୁତ ଦଉଡ଼ି ତିଆରି କରାଯାଉଛି । ଅର୍ଥାତ୍ ଦିନେ ସମସ୍ଯା । ଥୁଲା, ତାହା ଆଜି ଏକ ସୂଚତୁର ସମାଧାନରେ ପରିଣତ ହୋଇଛି । ସମୁଦ୍ର ମୁଦ୍ର କୂଳ ପାଇଁ ଯାହା ହା ଏକ

ଏହାର ଉପ ଉଦାହରଣ ଭାରତର ବିଭିନ୍ନ ସହର ସମେତ ଆମ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳୁଛି। ଭୁବନେଶ୍ଵରର ପାଳଶୁଣୀ ନଡିଆ ପ୍ରକ୍ରିୟାକରଣ କେ କେନ୍ଦ୍ର ପବିତ୍ର ତ୍ର ବର୍ଜ୍ୟବସ୍ତକୁ ସମ୍ପଦରେ ପରିଣତ କରୁଛି। ଏହି କେନ୍ଦ୍ର ୧୮୯ ଜଣ ବିକ୍ରେତାଙ୍କ ଠାରୁ ଦୈନିକ ୫,୦୦୦-୬,୦୦୦ ନଡ଼ିଆ ସଂଗ୍ରହ କରୁଛି। ଦି ଦିନେ ମନ୍ଦିରରୁ ନିର୍ଗତ ଏହି ଅବ ଅବଶେଷ ନାଳନର୍ଦ୍ଦମା ଅବରୋଧ କରୁଥିବା ବେଳେ ଏବେ ଏଥିରୁ ୭,୫୦୦ କିଲୋଗ୍ରାମରୁ ଅଧୂକ କତା ଓ ଦଉଡ଼ି ପ୍ରସ୍ତୁ ପ୍ରସ୍ତୁତ ହେଉଛି ଛି। ଏହା ସହିତ ଚାଷ ଓ ବଗିଚା କାମ ପାଇଁ ୪୮ ମେଟ୍ରିକ ଟନ୍‌ ଟନ୍‌ ନଡ଼ିଆ ନଡ଼ିଅ ଗୁଣ୍ଡ ଭିତ୍ତୀକ ଖତ ଓ ବ୍ଲକ ତିଆରି କରାଯାଉଛି। ଦୈନିକ ୧୦,୦୦୦ ନଡ଼ିଆ ପ୍ରକ୍ରିୟାକରଣ

**