ସଂସ୍କାର ବର୍ଷ 2025....
ସ୍କାରର ବର୍ଷ ୨୦୨ ସଂସ୍କା 98
ଭାରତ ବିଶ୍ବ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକମାନଙ୍କ କମାନଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଏବଂ ଭରସାପୂର୍ଣ ଦୃଷ୍ଟିରେ ଦେଖୁଛି। ପରବର୍ତ୍ତୀ ପିଢ଼ିର ସଂସ୍କାରକୁ ନେଇ ଭାରତର ଦ୍ରୁତ ପ୍ରଗତିକୁ ସାରା ବିଶ୍ବରେ ପ୍ରଶଂସା କରାଯାଉଛି। ପ୍ରତ୍ୟେକ କ୍ଷେତ୍ରରେ ଏଭଳି
ଭିବୃଦ୍ଧି କ୍ଷମତା ମଧ୍ୟ ବଢ଼ୁଛି । ପ୍ରଗତି ଦେ ଦେଖିବାକୁ ମିଳିଛି ଏବଂ ଦେଶର ଦେଶର ଅଭିବୃଦ୍ଧି କ୍ଷମ
ଭାରତ ସଂସ୍କାର ଏକ୍ସପ୍ରେସରେ ସବାର ହୋଇସାରିଛି ବୋଲି ମୁଁ ଅନେକ ଲୋକଙ୍କୁ ଙ୍କୁ କହିଆସୁଛି।
ଏହି ସଂସ୍କ ସଂସ୍କାର ବା ରିଫର୍ମ ଏକ୍ସପ୍ରେସର ମୁଖ୍ୟ ଇଞ୍ଜିନ୍ ହେଉଛି ଭାରତର ଜନସଂଖ୍ୟା, ଆମର ଯୁବପିଢ଼ି ଏବଂ ଆମ
ନାଗରିକମାନଙ୍କର ଅଦମ୍ୟ ସାହସ I
2025 ବର୍ଷ ଭାରତ ପାଇଁ ସଂସ୍କାରର ବର୍ଷ ରୂପେ ସ୍ମରଣୀୟ ହୋଇରହିବ । ଗତ 11 ବର୍ଷ ମଧ୍ୟରେ ହାସଲ କରାଯାଇଥିବା ପ୍ରଗତିକୁ ଆଧାର କରି କ୍ରମାଗତ ସଂସ୍କାରର ଏକ ଜାତୀୟ ମିଶନକୁ ଏହି ବର୍ଷ ଦେଶ ଗ୍ରହଣ କରିଥିଲା I ଆମେ ପ୍ରତିଷ୍ଠା ନଗୁଡ଼ିକୁ ଆଧୁନିକ ରୂପ ଦେଇଥିଲୁ । ପ୍ରଶାସନକୁ ସ ସହଜ କରିଥ୍ଲୁ ଏ ଏବଂ ଦୀର୍ଘସ୍ଥାଯ ସ୍ଥାୟୀ ତଥା ସମାବେଶୀ ବିକାଶର । ମୂଳଦୁଆକୁ ଅଧୂକ ମଜବୁତ କରିଥିଲୁ।
ଆମେ ନିର୍ଣ୍ଣାୟକ ଢଙ୍ଗରେ ଆଗକୁ ଆ ବଢ଼ିଛୁ... ଅଧିକ ଉଚ୍ଚାକାଂକ୍ଷା, ଦ୍ରୁତ କାର୍ଯ୍ୟକାଟି କାରିତା ଏବଂ ଗଭୀର ରୂପାନ୍ତରଣ ଆମ ପ୍ରଗତିର ବାହକ ହୋଇ ଆସିଛି। ନାଗରିକଙ୍କୁ ସମ୍ମାନପୂର୍ଣ୍ଣ ଜୀବନ ଜୀବନ ଯୋଗାଇ ଦେବା, ଉଦ୍ୟୋଗୀମାନଙ୍କୁ ଆତ୍ମବିଶ୍ବାସର ସହିତ ଅଭିନବ ପଦକ୍ଷେ କ୍ଷେପ ନେବାକୁ ସୁଯୋଗ ଦେବା ଏବଂ ପ୍ରତିଷ୍ଠାନଗୁଡ଼ିକୁ ସ୍ପଷ୍ଟତା ଓ ଭରସା ସହିତ କାମ କରିବା ଲାଗି ସକ୍ଷମ କରିବା ଆମ ସଂସ୍କାରର ଉଦ୍ଦେଶ୍ୟ
ଏଠାରେ କେତେକ ସଂସ୍କାରର ଉଦାହରଣ ଦେ ଦେବାକୁ ଚାହୁଁଛି ।
ଜିଏସଟି ସ ସଂସ୍କାର:
5% ଏବଂ 18%ର ଏକ ସ୍ପଷ୍ଟ ଦୁଇଟିକିଆ ପ୍ଲାବ୍ ଢାଞ୍ଚା କାର୍ଯ୍ୟକାରୀ ହୋଇଛି।
ସାଧାରଣ ପରିବାର, ଏମଏସଏମଇ, ଚାଷୀ ଏବଂ ଶ୍ରମିକ ସ ସଘନ କ୍ଷେତ୍ର ଉପରେ ବୋଝ ହ୍ରାସ କରାଯାଇଛି।
ଆମର ଉଦ୍ଦେଶ୍ୟ ହେଉଛି ବିବାଦ ହ୍ରାସ କରିବା ଏବଂ ଉନ୍ନତ ଅନୁପାଳନ ସୁନିଶ୍ଚିତ କରିବା I
ଏହି ସଂସ୍କାର ଉପଭୋକ୍ତାଙ୍କ ଭାବନାକୁ ପ୍ରୋତ୍ସାହିତ କରିଛି। ପାର୍ବଣ ଋତୁରେ ବିକ୍ରି ବୃଦ୍ଧି ପାଇଛି I
**