ଶ୍ରୀ ମନ୍ଦିର ବାହାର ରତ୍ନଭଣ୍ଡାର ଗଣତି ମଣତି...
ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା
'୧୯୭୮ ତାଲିକା ଠାରୁ ଅଧିକ ଅଳଙ୍କାର ସେବକ ଗଣତି କରି ଦେଇଛନ୍ତି'
'ଭଣ୍ଡାର ମେକାପ ଦେଇଥିବା ଅଳଙ୍କାର ମିଶାଇଲେ ୧୯୭୮ ତାଲିକା ଠାରୁ ଅଧିକ ହେବ'
'୨୦୨୬ ଗଣତି ତାଲିକାରେ ଏସବୁ ଅଳଙ୍କାରକୁ ସାମିଲ୍ କରା ହୋଇଛି
'ସୋମବାର ଠାରୁ ଭିତର ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ଆରମ୍ଭ ହେବ'
'ଭିତର ରତ୍ନଭଣ୍ଡାର ଗଣତି ବେଳେ ଜିଲ୍ଲା ଟ୍ରେଜେରୀରୁ ଚାବି ଆସିବ'
'ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲିବା ପରେ ଗଣତି ମଣତି ଆରମ୍ଭ ହେବ'
'ପ୍ରକ୍ରିୟା ସରିବା ପରେ ପ୍ରତିଦିନ ସଂଧ୍ୟାରେ ତାଲାକୁ ଜଉମୁଦରେ ସିଲ୍ କରାଯିବ'
ସମସ୍ତ ପ୍ରକିୟା ଉପରେ ନଜର ରଖିଛନ୍ତି ପ୍ରଶାସକ ଅରବିନ୍ଦ ପାଢ଼ୀ