ଆଶା ଭୋସ୍‌ଲେଙ୍କ ପରଲୋକ...

Apr 12, 2026 - 17:21
 14
ଆଶା ଭୋସ୍‌ଲେଙ୍କ ପରଲୋକ...

-କିମ୍ବଦନ୍ତୀ ଗାୟିକା ଆଶା ଭୋସ୍‌ଲେଙ୍କ ପରଲୋକ

-ପରଲୋକ ନେଇ ସୂଚନା ଦେଲେ ପୁଅ ଆନନ୍ଦ ଭୋସ୍‌ଲେ

-ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

-୯୨ ବର୍ଷ ବୟସରେ ଆଖୂ ବୁଝିଲେ ଆଶା ଭୋସ୍‌ଲେ

ତାଙ୍କ ଅମର ଆତ୍ମାର ସଦଗତି ପାଇଁ ନୀରବ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛୁ