ଶ୍ରୀ ମନ୍ଦିରରେ ବ୍ୟଞ୍ଜନ ଦ୍ବାଦଶୀ...

Dec 3, 2025 - 21:09
 11
ଶ୍ରୀ ମନ୍ଦିରରେ ବ୍ୟଞ୍ଜନ ଦ୍ବାଦଶୀ...

ପୁରୀ: ଆଜି ପବିତ୍ର ବ୍ୟଞ୍ଜନ ଦ୍ବାଦଶୀ। ଗୌର ବିହାର ମଠରେ ଭବ୍ୟ ଆୟୋଜନ କରାଯାଇଛି। ୬୦୦ରୁ ଅଧୂକ ବ୍ୟଞ୍ଜନ ପ୍ରସ୍ତୁତି ହୋଇଛି। ଶହ ଶହ ଭକ୍ତିଙ୍କ ଦ୍ବାରା ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି। ଶ୍ରୀକୃଷ୍ଣଙ୍କୁ ସ୍ବାଦିଷ୍ଟ ଭୋଜନ ଖୁଆଇଥିଲେ ଯଶୋଦା। ଭୋଗ ଲାଗିବା ପରେ ଏକତ୍ର ପ୍ରସାଦ ସେବନ କରନ୍ତି ଭକ୍ତ।