ରଥଯାତ୍ରାର ରଥ ଅନୁକୂଳ ଠାରୁ ଏ ପର୍ଯ୍ୟନ୍ତ...

Apr 30, 2026 - 12:28
 5
ରଥଯାତ୍ରାର ରଥ ଅନୁକୂଳ ଠାରୁ ଏ ପର୍ଯ୍ୟନ୍ତ...

ରଥଯାତ୍ରାର ରଥ ଅନୁକୂଳ ଠାରୁ ଏ ପର୍ଯ୍ୟନ୍ତ...

ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ପାଳିତ ହେବ ଶ୍ରୀମନ୍ଦିରରେ 

ରଥଖଳାରେ ୩ ରଥର ଗୁଜ ଓ ଅର କଟା ଅନୁକୂଳ ହୋଇଛି। 

ନଡ଼ିଆ ବାଡେଇ ଅନୁକୂଳ କଲେ ବିଶ୍ବକର୍ମା ମହାରଣା। 

ଅନୁକୂଳ ପରେ ବାରିଷିରେ ଚୌପଟ କରିଛନ୍ତି ମହାରଣା। 

୪୨ଟି ତୁମ୍ଭର ୧୬ ଯୋଡ଼ା ବିନ୍ଧା, ପରଖ କାମ ଶେଷ ହୋଇଛି। 

ଆଜିଠାରୁ ହେବ ରଥଚାଳିକୁ ରୂପକାର ସେବକଙ୍କ ପ୍ରବେଶ।