ଶ୍ରୀନିବାସ ପାଣିଗ୍ରାହୀଙ୍କ ରଚିତ ତିନିଗୋଟି ପୁସ୍ତକ ଉନ୍ମୋଚିତ...

Dec 12, 2025 - 12:22
 33
ଶ୍ରୀନିବାସ ପାଣିଗ୍ରାହୀଙ୍କ ରଚିତ ତିନିଗୋଟି ପୁସ୍ତକ ଉନ୍ମୋଚିତ...

 ଭୁବନେଶ୍ବର ତା 11/12/2 2/25

ସ୍ଥାନୀୟ ଗୀତଗୋବିନ୍ଦ ବିନ୍ଦ ସଦନ ଠାରେ ସାହିତ୍ୟିକ, ଲେଖକ ଶ୍ରୀନିବାସ ପାଣିଗ୍ରାହୀଙ୍କ ସ୍ବରଚିତ ତିନିଗୋଟି ପୁସ୍ତକ "ସ୍ମୃ "ସ୍ମୃତି ଓ ଗୀତି ", "ଗୀତିପର୍ବ " ଓ "ଭିଜନ ଅଫ ଲାଇଫ "ଆଧ୍ୟାତ୍ମିକ ଉପରେ ପର୍ଯ୍ୟବେଶିତ ମୁଖ୍ୟଅତିଥ୍ ପ୍ରାକୃନ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧୂକାରୀ, ସାରସ୍ବତ ପ୍ରତିଭାଧାରୀ ଡ଼ ରବି ନାରାୟଣ ସେନାପତିଙ୍କ ଦ୍ବାରା ଶୁଭ ଉନ୍ମୋଚିତ ହୋଇଛି | ସତ୍ୟମ ଶିବମ ସୁନ୍ଦରମ ପକ୍ଷରୁ ପ୍ରକାଶିତ ତିନିଗୋଟି ପୁସ୍ତକ ସୃକ ଆଜିର ଯୁବପୀଢ଼ିଙ୍କୁ ମାର୍ଗଦର୍ଶନ କରାଇବା ସହିତ ପୁସ୍ତକ ପ୍ରତି ଅହେତୁକ ଶ୍ରଦ୍ଧା, ଭଲପାଇବା ଓ ସମାଜକୁ ନୂତନ ବାର୍ତ୍ତା ପ୍ରଦାନ କରିବ ବୋଲି ଲେଖକ ପାଣିଗ୍ରାହୀ ମତବ୍ୟକ୍ତ କରିବା ସହ ପଶ୍ଚିମ ସଭ୍ୟତା ଉପରେ ଭାରତୀୟ ବେଦାନର ପ୍ରଭାବ ଉପରେ ସମ୍ୟକ ଆଲୋଚନା କରିଥିଲେ |

ମୁଖ୍ୟ ଅତିą ଭଲ ପୁସ୍ତକପଢିବା ସହିତ ଅନ୍ୟ ମାନଂକୁ ପ୍ରେରିତ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ ମହାକବି ଜୟଦେବଙ୍କ ରଚନାରେ କିପରି ଓଡ଼ିଆ ଓ ସଂସ୍କୃତର ମହାମିଳନ ସଂଘଠିତ ହୋଇଥିଲା, ତାହାରି ଉପରେ ଆଲୋକପାତ କରିଥିଲେ । କବି ମନୋଜ କୁମାର ମହାନ୍ତି ଗୀତି ସାହିତ୍ୟ ଉପରେ ବକ୍ତବ୍ୟ ରଖୁଥିଲେ ।ପୁସ୍ତକର ସମୀକ୍ଷା ଭାଷାପ୍ରାଣ ଲକ୍ଷ୍ମୀକାନୁ ଖୁଣ୍ଟିଆ, ପ୍ରବୀର ମହାନ୍ତି ଓ ପ୍ରଫେସର ଦୁର୍ଗା ପ୍ରସାଦ ଆଚାର୍ଯ୍ୟ କରିଥିଲେ | ବେଦାନ୍ତ ଦର୍ଶନ, ରୁଷି ପରମ୍ପରା ଓ ଆଧ୍ୟାତ୍ମିକତା କୁ ସମୀକ୍ଷକ ମାନେ ବ୍ୟାଖ୍ୟା କରିଥିଲେ | ସଭାପତି ରବି ନାରାୟଣ ନନ୍ଦ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଫେସର ଅନସୂୟା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ | ଶେଷରେ ଉନ୍ମୋଚିତ ହୋଇଥ‌ିବା ଗୀତି କବିତା ଉପରେ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |