ଶ୍ରୀମନୁ ଶଙ୍କରଦେବଙ୍କ ଜନ୍ମସ୍ଥଳ ବଟଦ୍ରବ ଥାନ ପୁନର୍ବିକାଶ ପ୍ରକଳ୍ପ ଉଦଘାଟନ କଲେ ଗୃହମନ୍ତ୍ରୀ
ଶ୍ରୀମନୁ ଶଙ୍କରଦେବଙ୍କ ଜନ୍ମସ୍ଥଳ ବଟଦ୍ରବ ଥାନ ପୁନର୍ବିକାଶ ପ୍ରକଳ୍ପ ଉଦଘାଟନ କଲେ ଗୃହମନ୍ତ୍ରୀ
ଶ୍ରୀମନୁ ଶଙ୍କରଦେବଙ୍କ ‘ଏକ ଭାରତ' ଦୃଷ୍ଟିକୋଣକୁ ଆଗକୁ ବଢ଼ାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ବର୍ଷ ବର୍ଷ ଧରି ଅନୁପ୍ରବେଶକାରୀଙ୍କ କବଜାରୁ ବଟଦ୍ରବ ଥାନକୁ ମୁକ୍ତ କରି ଏହାକୁ ବିଶ୍ବପ୍ରସିଦ୍ଧ ସିଦ୍ଧ ତୀର୍ଥକ୍ଷେତ୍ରରେ ପରିଣତ କରିଛି ଆମ ସରକାର
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଆସାମର ନାଗାଓଁ ଜିଲ୍ଲାରେ ଅବସ୍ଥିତ ମହାପୁରୁଷ ଶ୍ରୀମନୁ ଶଙ୍କର ଦେବଙ୍କ ଜନ୍ମସ୍ଥାନ ବଟଦ୍ରବ ଥାନର ପୁନର୍ବିକାଶ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆସାମର ମୁଖ୍ୟମନ୍ତ୍ରୀ ହିମନୁ ବିଶ୍ବ ଶର୍ମା, କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନ ସର୍ବାନନ୍ଦ ସୋନୋୱାଲ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟାଙ୍କ ସହ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ খৃল।
କାର୍ଯ୍ୟକ୍ରମକୁ ସମ୍ବୋଧନ କରି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ବର୍ଷ ବର୍ଷ ବର୍ଷ ଧରି ଅନୁପ୍ରବେଶକାରୀଙ୍କ ଅଧିକାରରେ ଥିବା ନାଗାଓଁର ବିଶ୍ବପ୍ରସିଦ୍ଧ ମହାପୁରୁଷ ଶ୍ରୀମନୁ ଶଙ୍କର ଦେବଙ୍କ ଜନ୍ମସ୍ଥାନକୁ ମୁକ୍ତ କରି ସମ୍ପୂର୍ଣ୍ଣ ଭାବେ ବେ ପୁନର୍ବିକାଶ କାଶ କରାଯାଇଛି। ନାଗାଓଁ ହେଉଛି ସେହି ପବିତ୍ର ଭୂମି, ଯେଉଁଠାରୁ ଶ୍ରୀମନୁ ଶବ୍ଦ ଶଙ୍କର । ଦେବ ନବ-ବୈଷ୍ଣବ ଧର୍ମର ପ୍ରଚାର କରି ସମଗ୍ର | ଆସାମ ଓ ଉତ୍ତର-ପୂର୍ବକୁ ଧାର୍ମିକ କତାର ସୂତ୍ରରେ ବାନ୍ଧିଥିଲେ। ଏହି ଅବସରରେ ଗୋପୀନାଥ ବୋରଦୋଲୋଇଙ୍କୁ ରଙ୍କୁ ସ୍ମରଣ କରି ସେ କହିଥିଲେ ଯେ, ତାଙ୍କର ଅଦମ୍ୟ ପ୍ରୟାସ ଫଳରେ ଆସାମ ଏବଂ ସମଗ୍ର ଉତ୍ତର-ପୂର୍ବ ଭାରତ ଦେଶର ଅଂଶ ଭାବେ ଅବିଚ୍ଛିନ୍ନ ରହିଛି।
ଶ୍ରୀ ଶାହ କହିଛନ୍ତି ଯେ, ବଟଦ୍ରବ ଥାନରେ ମହାପୁରୁଷ ଶଙ୍କର ଦେବଙ୍କ ସ୍ମୃତିରେ ଏକ ‘ଅଭୈରବ କ୍ଷେତ୍ର' ସୃଷ୍ଟି କରାଯାଇଛି। ଏହି ପବିତ୍ର ସ୍ଥାନରୁ ଶତାବ୍ଦୀଧରି ନବ-ବୈଷ୍ଣବ ଧର୍ମର ବାର୍ତ୍ତା ପ୍ରସାରିତ ହୋଇଆସୁଛି ବୋଲି ସେ ଉଲ୍ଲେଖ କରିଥିଲେ। ଏହି ପୁନର୍ବିକାଶ କାର୍ଯ୍ୟ ତିନିଟି ପର୍ଯ୍ୟାୟରେ ସମ୍ପନ୍ନ ହୋଇଛି। ୧୬୨ ବିଘା ଜମିରେ ବିକଶିତ ଏହି ପ୍ରକଳ୍ପ ପାଇଁ ୨୨୨ କୋଟି ଟଙ୍କାରୁ ଅଧୂକ ଖର୍ଚ୍ଚ ହୋଇଛି। ନବ-ବୈଷ୍ଣବ ପରମ୍ପରାର ସମସ୍ତ ମୂଲ୍ୟବୋଧକୁ ଏଠାରେ ସତର୍କତା, ସଠିକତା ଓ ଭକ୍ତି ସହିତ ଜୀବନ୍ଧ କରାଯାଇଛି ବୋଲି ସେ କହିଥିଲେ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ବଟଦ୍ରବ ଥାନ ଏବେ ସାଧାରଣ ସ୍ଥାନ ନୁହେଁ; ଏହା ଏକ ପବିତ୍ର ତୀର୍ଥସୁଳରେ ପରିଣତ ହୋଇ ୫୦୦ ବର୍ଷ ପୁରୁଣା ଐତିହ୍ୟ ସହିତ ଆମକୁ ଯୋଡ଼ିଛି। ସେ କହିଥିଲେ ଯେ, ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ୨୦୨୦ ଡିସେମ୍ବର ୨୬ ତାରିଖରେ ତାଙ୍କ ହାତରେ ହୋଇଥିଲା ଏବଂ ଆଜି ଉଦଘାଟନ କରିବାର ସୌଭାଗ୍ୟ ମଧ୍ୟ ତାଙ୍କୁ ମିଳିଛି। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ, ମହାପୁରୁଷ ଶ୍ରୀମନୁ ଶଙ୍କର ଦେବ ନବ-ବୈଷ୍ଣବ ବିଶ୍ବାସକୁ ପ୍ରତିଷ୍ଠା କରି ସମଗ୍ର ଉତ୍ତର-ପୂର୍ବ ଭାରତରେ ଏହାକୁ ଦୃଢ଼ ଭାବେ ପ୍ରସାରିତ କରିଥିଲେ।
ଶ୍ରୀ ଶାହ କହିଛନ୍ତି ଯେ, ମହାପୁରୁଷ ଶ୍ରୀମନୁ ଶଙ୍କର ଦେବ ଭାଗବତରେ ଉଲ୍ଲେଖୂତ ପଥକୁ ଅନୁସରଣ କରି ସୌହାର୍ଘ୍ୟପୂର୍ଣ୍ଣ ଜୀବନଯାପନ ଓ ମାତୃଭୂମିକୁ ଧର୍ମର ଆଧାରରେ ପୂଜା କରିବାର ବାର୍ତ୍ତା ଦେଇଥିଲେ। ବଟଦ୍ରବ ଥାନ କେବଳ ଏକ ପୂଜା ସୁଳ କିମ୍ବା ନାମଘର ନୁହେଁ; ଏହା ଆସାମର ସୌହାର୍ଘ୍ୟ, ସଭାବନା ଏବଂ ସହଭାଗୀ ସଂସ୍କୃତିର ଜୀବନ୍ଧ ପ୍ରତୀକ। ଏହି ସ୍ଥାନ ସାମୂହିକ ଭକ୍ତିର କେନ୍ଦ୍ର ଭାବେ ଗଢ଼ିଉଠିବା ସହ ଶ୍ରୀମନୁ ଶଙ୍କର ଦେବଙ୍କ ‘ଏକ ସରଣା ନାମ ଧର୍ମ' ପରମ୍ପରାକୁ ଆହୁରି ସୁଦୃଢ଼ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ଯୁଗ ଆଶୀର୍ବାଦପୂର୍ଣ୍ନ, ମାନବ ଜୀବନ ସ୍ବଭାବତଃ ମହାନ, ଏବଂ ଭାରତର ପବିତ୍ର ଭୂମିରେ ଜନ୍ମ ହେବା ହେଉଛି ସବୁଠାରୁ ବଡ଼ ଭାଗ୍ୟ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ୫୦୦ ବର୍ଷ ପୂର୍ବେ ମହାପୁରୁଷ ଶ୍ରୀମନୁ ଶଙ୍କର ଦେବ ‘ଏକ ଭାରତ'ର ବାର୍ତ୍ତା ଦେଇଥିଲେ, ସେହି ଚିନ୍ତାଧାରାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗକୁ ନେଉଛନ୍ତି। ଶଙ୍କର ଦେବଙ୍କ ପବିତ୍ର ସ୍ଥାନଗୁଡ଼ିକୁ ଅନୁପ୍ରବେଶକାରୀମାନେ ଦୀର୍ଘଦିନ ଧରି ଅଧୂକାର କରିଥିଲେ, ଯାହା ଅନୁଚିତ। ଏହି ପବିତ୍ର ସ୍ଥାନଗୁଡ଼ିକୁ ମୁକ୍ତ କରି ନାମଘର ପୁନଃପ୍ରତିଷ୍ଠା କରିବା ପାଇଁ ସେ ଆସାମର ମୁଖ୍ୟମନ୍ତ୍ରୀ ହିମନୁ ବିଶ୍ବ ଶର୍ମାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ସମଗ୍ର ଆସାମରେ ଅଭିଯାନ
ଜାରି ରହିଛି ଏବଂ ଏବଂ ୧.୨୯ ଲକ୍ଷରୁ ଅଧୂକ ବିଘା ଜମି ଅନୁପ୍ରବେଶକାରୀଙ୍କ କବଳରୁ ମୁକ୍ତ କରାଯାଇଛି। କାଜିରଙ୍ଗା ଜାତୀୟ ଉଦ୍ୟାନରେ ହେ ହୋଇଥିବା ଜବରଦଖଲ ମ ଖଲ ମଧ୍ୟ ଉଚ୍ଛେଦ ଛଦ କରାଯା ରାଯାଇଛି । ଶ୍ରୀ ଶ ଶାହ କହିଥିଲେ, ବିରୋଧୀ ଦଳମାନେ ନ ବର୍ଷଧରି ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେଇଆସୁଥିଲେ ଏବଂ ୧୯୮୩ର ଆଇଏମଡିଟି ଅଧୂନିୟମ ମାଧ୍ୟମରେ ସେମାନଙ୍କୁ ଆଇନଗତ ସୁଯୋଗ ମିଳିଥିଲା ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଆମର ସଂକଳ୍ପ ହେଉଛି କେବଳ ଆସାମରୁ ନୁହେଁ, ବରଂ ସମଗ୍ର ମଗ୍ର ଦେଶରୁ ଚିହ୍ନଟ କରି ଏବଂ ଚୟନ କରି ଆମେ ଅନୁପ୍ରବେଶକାରୀଙ୍କୁ ଉଚ୍ଛେଦ କରିବା ପାଇଁ କାର୍ଯ୍ୟ କରିବୁ। ଏହି ଅନୁପ୍ରବେଶକାରୀଙ୍କ ଚାପରେ ଆସାମର ସଂସ୍କୃତିବୃ ସ୍ମୃତିକୁ ଦମନ କରାଯାଉଛି, କିନ୍ତୁ ମୋଦୀ ଜୀଙ୍କ ନେତୃତ୍ୱରେ ଏଠାରେ ହିମନୁ ବିଶ୍ବ ଶର୍ମା ଏ ଏହି ସଂସ୍କୃତିକୁ ଅନୁପ୍ରବେଶକାରୀଙ୍କ ପ୍ରଭାବରୁ ମୁକ୍ତ କରିଛନ୍ତି। ଆଜି, ନାମଘରେ, ମୃଦଙ୍ଗ ଏବଂ ତାଳ ଧ୍ବନି ସହିତ ଭକ୍ତି ସଂଗୀତ ପ୍ରତିଧ୍ବନିତ ହୁଏ ।
ନ୍ଦୋଳନର ଶ୍ରୀ ଅମିତ ଶାହ କହିଛନ୍ତି ଯେ ବିରୋଧୀ ସରକାର ଏତେ ବର୍ଷଧରି କ୍ଷମତାରେ ରହିଥିଲେ ମଧ୍ୟ ଆସାମ ଆନ୍ଦୋଳ ଶହୀଦମାନଙ୍କ ପାଇଁ କିଛି କରିନଥିଲେ। ବର୍ତ୍ତମାନର ରାଜ୍ୟ ସରକାର ଶହୀଦମାନଙ୍କ ସ୍ମୃତିରେ ଭବ୍ୟ ‘ସ୍ବାହିଦ ସ୍ମାରକ କ୍ଷେତ୍ର' ନିର୍ମାଣ କରିଛି ବୋଲି ସେ କହିଥିଲେ। ଆସାମବାସୀ ୭୦ ବର୍ଷର ଏହି ଅବହେଳାକୁ କେବେ କେ ବି ଭୁଲିବେ ନାହିଁ। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମଗ୍ର ଉତ୍ତର-ପୂର୍ବ, ବିଶେଷକରି ଆସାମର ବିକାଶ ପାଇଁ ୧୧ଟି ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି। ଆସାମରେ ପ୍ରଥମ ପାଞ୍ଚ ବର୍ଷ ସର୍ବାନନ୍ଦ ସୋନୋୱାଲ ଓ ବର୍ତ୍ତମାନ ପାଞ୍ଚ ବର୍ଷ ହିମନୁ ବିଶ୍ବ ଶର୍ମାଙ୍କ ନେତୃତ୍ୱରେ ଚାଲିଛି। ଏହି ଗତ ୧୦ ବର୍ଷକୁ ଆସାମର ବିକାଶର ‘ସୁବର୍ଣ୍ଣ ଯୁଗ' ବୋଲି ସେ ଅଭିହିତ କରିଥିଲେ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୧ ବର୍ଷରେ ୮୦ ଥର ଉତ୍ତର-ପୂର୍ବ ଏବଂ ୩୬ ଥର ଆସାମ ଗସ୍ତ କରି ରାଜ୍ୟ ସହ ସିଧାସଳଖ ସମ୍ପର୍କ ରଖୁଛନ୍ତି। ଉତ୍ତର-ପୂର୍ବ ଓ ଆସାମ ପ୍ରତି ଏତେ ନିରନ୍ଧର ଧ୍ୟାନ ଦେଇଥିବା ନେତା ହେଉଛନ୍ତି ମୋଦୀ ଜୀ । ସେ କହିଥିଲେ ଯେ ସେମାନଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ୧୦ ବର୍ଷରେ କେବଳ ୭ ଥର ଆସାମ ଆସିଥିଲେ, ଯାହା ମଧ୍ୟରୁ ଦୁଇଥର କେବଳ ରାଜ୍ୟସଭା ନାମାଙ୍କନ ପାଇଁ ଥୂଲା। ସେମାନଙ୍କ ପାଇଁ ଆସାମର ବିକାଶ, ସଂସ୍କୃତି ଓ ଶାନ୍ତି କେବଳ ଭାଷଣର ସୀମାରେ ସୀମିତ ଥୂଲା। ଶ୍ରୀ ଶାହ କହିଥିଲେ ଯେ ଯେଉଁ ଆସାମ କେବେ ଆନ୍ଦୋଳନ, ହିଂସା ଓ ବେ ବୋମା ବିସ୍ଫୋରଣରେ ପରିଚିତ ଥୂଲା, ସେଠାରେ ମୋଦୀ ଜୀଙ୍କ ନେତୃତ୍ବରେ ଶାନ୍ତି ସ୍ଥାପିତ ହେଉଛି। ୨୦୨୦ରେ ବୋଡୋ, ୨୦୨୧ରେ କାର୍ବି, ୨୦୨୨ରେ ଆଦିବାସୀ ଏବଂ ୨୦୨୩ରେ ଡିଏନଏଲଏ ଓ ଉଲଫା ବୁଝାମଣା ସ୍ବାକ୍ଷର ହୋଇଥିବା ଉଲ୍ଲେଖ କରି ସେ କହିଥିଲେ ଯେ, ଏହି ଚୁକ୍ତିଗୁଡ଼ିକ କେବଳ କାଗଜରେ ନୁହେଁ, ୯୨ ପ୍ରତିଶତ ସମସ୍ୟାର ସମାଧାନ ହୋଇସାରିଛି। ଏକଦା ବୋମା ଶବ୍ଦରେ ପ୍ରତିଧ୍ବନିତ ହେଉଥିବା ଶଙ୍କର ଦେବଙ୍କ ସ୍ମରଣ ଓ ଆସାମରେ ଆଜି ଶ୍ରୀମନୁ ଭକ୍ତିର ଧ୍ବନି ଧ୍ବନି ଶୁଣାଯାଉଛି । ଆଗାମୀଦିନ ଆମ ସରକାର ପୁନଃ ଗଠିତ ହେଲେ ସମସ୍ତ ସମସ୍ୟାର ୧୦୦ ପ୍ରତିଶତ ସମାଧାନ ନ ସୁନିଶ୍ଚିତ ଦେଇଛନ୍ତି। ନିଶ୍ଚିତ କରାଯିବ ବୋଲି ସେ ଆଶ୍ବାସନ
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ମୋଦୀ ସରକାରଙ୍କ ଅଧୀନରେ ଆସାମର ସଂସ୍କୃତିକୁ ସଂସ୍କୃତିକୁ ଜାତୀୟ ଓ ବିଶ୍ବ ସ୍ତରରେ ପରିଚିତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ରଛି । ୧୧ ହଜାରରୁ ଅଧୂକ କଳାକାର ଏକାଠି ବିହୁ ନୃତ୍ୟ ପରିବେଷଣ କରି ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଛନ୍ତି। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ‘ଚରାଇଦେଓ ମଇଦାନ'କୁ ୟୁନେସ୍କୋର ବିଶ୍ବ ଐତିହ୍ୟ ତାଲିକାରେ ସାମିଲ କରି ଆସାମକୁ ପର୍ଯ୍ୟଟନର ନୂଆ କେନ୍ଦ୍ର ଭାବେ ଗଢ଼ିତୋଳାଯାଇଛି। ସେ କହିଥିଲେ ଯେ ପୂର୍ବରୁ କେବଳ ଆସାମରେ ପରିଚିତ ଲଚିତ ବୋରଫୁକାନଙ୍କ ବୀରତ୍ବକୁ ରତ୍ନକୁ ମୋଦୀ ସ ସରକାର ର ୨୩ଟି ଭାଷାରେ ଅନୁବାଦ କରି ସାରା ଦେଶ ଓ ବିଶ୍ବରେ ପ୍ରସାର କରିଛନ୍ତି। ସେ ଆହୁରି କହିଛନ୍ତି ଯେ ହେମନୁ ବିଶ୍ବ ଶର୍ମାଙ୍କ ନେତୃତ୍ବାଧୀନ ଆସାମ ସରକାର ‘ଗାମୁଛା' ପାଇଁ ଜିଆଇ ଟ୍ୟାଗ୍ ସୁନିଶ୍ଚିତ କରିଛନ୍ତି। ଏହା ସହ ୧୬ଶ ଶତାବ୍ଦୀଟ ତାବ୍ଦୀର ପ୍ରସିଦ୍ଧ ‘ବୃନ୍ଦାବନୀ ବସ୍ତ୍ର', ଯାହା ଶ୍ରୀମନୁ ଶଙ୍କରଦେବଙ୍କ ଦ୍ବାରା ଡିଜାଇନ୍ କରାଯାଇଥିଲା, ମୋଦୀଙ୍କ ପ୍ରୟାସରେ ସାରା ଦେଶରେ ଦଶରେ ଲୋକପ୍ରିୟ ହୋଇଛି