ସଂଗୀତ ନିର୍ଦେଶକ ଅଭିଜିତ ମଜୁମଦାର ସ୍ୱାସ୍ଥ୍ୟବସ୍ଥା ଗୁରୁତର

Sep 4, 2025 - 21:04
 28
ସଂଗୀତ ନିର୍ଦେଶକ ଅଭିଜିତ ମଜୁମଦାର ସ୍ୱାସ୍ଥ୍ୟବସ୍ଥା ଗୁରୁତର

ସଂଗୀତ ନିର୍ଦେଶକ ଅଭିଜିତ ମଜୁମଦାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ନ ହେଲେ ବି ଭଲ ନାହିଁ ବୋଲି 'ଏମସ' ପକ୍ଷରୁ ଖବର ଆସିଛି | ସେ ନିମୋନିଆରେ ପୀଡିତ ଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି |ସେ ଏବେ ଭେଣ୍ଟିଲେଟର ସପୋର୍ଟ ରେ ଅଛନ୍ତି | ମଧ୍ୟାହ୍ନ ପରଠାରୁ ICU ରେ ଥିବାର ଖବର ରହିଛି | ସେ ବହୁବିଧ ରୋଗରେ ପୀଡିତ ଥିବା ସୂଚନା ମଧ୍ୟ ରହିଛି |