ସମ୍ଭାବ୍ୟ ଝଡ଼ ବର୍ଷା କୁ ନେଇ ସୂଚନା...

Mar 25, 2026 - 17:45
 31
ସମ୍ଭାବ୍ୟ ଝଡ଼ ବର୍ଷା କୁ ନେଇ ସୂଚନା...

ସମ୍ଭାବ୍ୟ ଝଡ଼ ବର୍ଷା କୁ ନେଇ ସୂଚନା...

ଘଡ଼ଘଡ଼ି ସହ ଝଡ଼ ବର୍ଷା ହେବାର ସୂଚନା 

କାଲି ପର୍ଯ୍ୟନ୍ତ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର,ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ

ବର୍ଷା ସହ ଘଣ୍ଟାକୁ ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ ସମ୍ଭାବନା

୨୮ ଓ ୨୯ ତାରିଖରେ ମଧ୍ୟ ଅଧିକାଂଶ ଜିଲ୍ଲା ପାଇଁ ରହିଛି ୟେଲୋ ୱାର୍ଣ୍ଣିଂ

ପାଣିପାଗ ଆକଳନରୁ ଏହି ସମ୍ଭାବ୍ୟ ସୂଚନା ଜନ ହିତରେ ଜାରୀ