ସାବଧାନ ହୋଇ ଯାଆନ୍ତୁ Pvt Finance Company /Agent !!!

ବିଭିନ୍ନ Finance Agentsଙ୍କ ମାର୍ଚ୍ଚ ମାସ ଆଳ ରେ ଦାଦା ଗିରି ଆରମ୍ଭ ହୋଇ ଯାଇଛି |ଏହି ମାସ ରେ କିସ୍ତି ନେଲା ପରେ ବି Pocket ଗୁଞ୍ଜl ଦରକାର ହେଉଛି, ଏହା ପଛରେ ରେ ସମ୍ପୂର୍ଣ ଭାବେ ନିଜ କମ୍ପାନୀ ଅଧିକାରୀ ମାନେ ଦାୟୀ ଅଟନ୍ତି | ତେଣୁ ସମସ୍ତେ ସାବଧାନ ରହିବା ଉଚିତ, ଅଧିକ କିଛି ବ୍ୟସ୍ତ ବା ହଇରାଣ ବା ଜୋର ଜବରଦସ୍ତ କଲେ ନିକଟରେ ଥିବା ଥାନା ର ସାହାଯ୍ୟ ନିଅନ୍ତୁ |
ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ନିର୍ଦେଶ କୁ Company ଅଧିକାରୀ ମାନେ ମାନିବା ଦରକାର ; ଯାହାକି SC ସମ୍ପୂର୍ଣଭାବେ ଜବରଦସ୍ତ କରିବାକୁ ବାରଣ କରିଛନ୍ତି |