ସାମ୍ବାଦିକ ଆଶୁତୋଷ ମିଶ୍ର ଙ୍କ ପରଲୋକ...
ଓଡ଼ିଶାର ଜଣେ ଜଣା ଶୁଣା ସାମ୍ବାଦିକ ଆଶୁତୋଷ ମିଶ୍ର ଏଇ ନିକଟରେ ଇହଲୀଳା ସମ୍ବରଣ କରିଗଲେ |
ତାଙ୍କର ଅନିର୍ଦିଷ୍ଟ ମୃତ୍ୟୁ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛୁ । ଈଶ୍ବର ତାଙ୍କ ଅମର ଆତ୍ମାର ସଦଗତି ପ୍ରାପ୍ତ କରାନ୍ତୁ ତାଙ୍କ ପରିବାରଲୁ ଯଥେଷ୍ଟ ବଂଚିବାର ସାହସ ଯୋଗାନ୍ତୁ|
ହରି ଓମ