ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ ଅଧିକାରୀ...
ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ ଅଧିକାରୀ...
ଭୋଟର ଲିଷ୍ଟ୍ରୁ ୯ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ବାଦ୍
ଓଡ଼ିଶାରେ ମେ' ୩୦ ତାରିଖରୁ ଆରମ୍ଭ ହେବ SIR
ପ୍ରେସମିଟ୍ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା
ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ମେ' ୨୦ରୁ ୨୯ ଯାଏଁ ଚାଲିବ'
ମେ ୩୦ ତାରିଖରୁ ଘରକୁ ଘର ବୁଲିବେ ବିଏଲଓ
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୪ ଲକ୍ଷ ଭୋଟର ଅଛନ୍ତି'
'ଭୋଟର ଲିଷ୍ଟରୁ ବାଦ୍ ପଡ଼ିଛନ୍ତି ୯ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର'
'ଏସ୍ଆଇଆର ଶେଷ ହେବା ବେଳେ ୪୫,୨୫୫ ବୁଥ୍ ହେବ'
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୪.୬୧% ମ୍ୟାପିଂ ସରିଛି-CEO
ଯେଉଁମାନେ ଭାରତୀୟ ନାଗରିକ ନୁହଁନ୍ତି ସେମାନଙ୍କୁ ବାହାର କରାଯିବ'