"ସେବା ହିଁ ସଙ୍ଗଠନ"

Aug 20, 2026 - 09:58
 14
"ସେବା ହିଁ ସଙ୍ଗଠନ"

ଦଳର କାର୍ଯ୍ୟକର୍ତ୍ତାମାନେ ସ୍ଵାଭାବିକ ଭାବେ ବନ୍ୟାଞ୍ଚଳରେ ପ୍ରଥମ ଦିନରୁ ବ୍ୟାପକ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ ଅଛନ୍ତି । 

ମୁଁ ସେ ସମସ୍ତ ଅଗଣିତ କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ଜଣାଇବା ସହିତ ସମସ୍ତଙ୍କୁ ନିବେଦନ କରୁଛି କି ବାକି ସମସ୍ତ କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ସାମର୍ଥ୍ୟ ଅନୁଯାୟୀ ବନ୍ୟା ପ୍ରପୀଡିତ ଅଞ୍ଚଳକୁ ଯାଇ ସେଠାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ ହୁଅନ୍ତୁ ।

ମନମୋହନ ସାମଲ, ବିଜେପି ରାଜ୍ୟ ସଭାପତି