କଟକ ଜିଲ୍ଲାର ବନମାଳୀପୁର, ରତନପୁର ଓ ନିଆଳି ଅଞ୍ଚଳରେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାମାନଙ୍କ ପରିବାରକୁ ଭେଟିଲେ ବିଜେଡି ଦଳ..
କଟକ ଜିଲ୍ଲାର ବନମାଳୀପୁର, ରତନପୁର ଓ ନିଆଳି ଅଞ୍ଚଳରେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାମାନଙ୍କ ପରିବାରକୁ ଭେଟିବା ପାଇଁ ବିଜେଡିର ଏକ ତଥ୍ୟ ଅନ୍ୱେଷଣକାରୀ ଦଳ (ଯେଉଁଥିରେ ଡ. ରାଜଶ୍ରୀ ମଲ୍ଲିକ, ଡ. ମିନାତି ବେହେରା, ଡ. ପ୍ରମୋଦ ମଲ୍ଲିକ, ସୁମିତ୍ରା ଜେନା, ଶ୍ରୀ ପ୍ରଫୁଲ୍ଲ ସିଂହ, ସ୍ମିତା ସ୍ୱାଇଁ ଓ ଇଳା ସ୍ୱାଇଁ ସାମିଲ ଅଛନ୍ତି) ଗସ୍ତ କରିଥିଲେ।