ସ୍ୱାସ୍ଥ୍ୟ ସଚେତନତା...

Nov 18, 2025 - 16:31
 11
ସ୍ୱାସ୍ଥ୍ୟ ସଚେତନତା...

ସ୍ୱାସ୍ଥ୍ୟ ସଚେତନତା...

୫ବର୍ଷରୁ କମ୍ ଶିଶୁଙ୍କଠାରେ ନିଶ୍ୱାସ ନେବାରେ କଷ୍ଟହେବା, 

ଦ୍ରୁତ ଶ୍ୱାସକ୍ରିୟା, 

ଅଧିକ ଜ୍ୱର ହେବା, 

ନିଶ୍ୱାସ ନେବା ସମୟରେ ଛାତିର ତଳଭାଗ ଭିତରକୁ ପଶିଯିଵା

ନିସ୍ତେଜହେବା ଇତ୍ୟାଦି ନିମୋନିଆର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଖାନା ନିଅନ୍ତୁ ଓ ଚିକିତ୍ସାରେ ବିଳମ୍ବ କରନ୍ତୁ ନାହିଁ।