ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ତ୍ୱରିତ ପଦକ୍ଷେପ..
ପୁରୀର ସମୁଦ୍ର କୁଳ ଆଶୁ ଚିକିତ୍ସା କେନ୍ଦ୍ରକୁ ନିରୀକ୍ଷଣ କରିବାକୁ ଯାଉଥିବା ବେଳେ ଚୈତନ୍ୟ ଛକଠାରେ ଥିବା ଜଣେ ଶ୍ରଦ୍ଧାଳୁ ମୁର୍ମୁଷ ଅବସ୍ଥାରେ ଥିବା ଜାଣିବାକୁ ପାଇ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ତ୍ୱରିତ ପଦକ୍ଷେପ ସ୍ୱରୂପ ଆମ୍ବୁଲାନ୍ସ ଜରିଆରେ ପୁରୀ ମୁଖ୍ୟ ଡାକ୍ତରଖାନା ପଠାଇବା ସହ ଉତ୍ତମ ଚିକିତ୍ସା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି |