ହେଲଥି ଡାଏଟ ର ଅଭିଯାନକୁ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

Sep 12, 2025 - 09:00
 10
ହେଲଥି ଡାଏଟ ର ଅଭିଯାନକୁ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

ଭୁବନେଶ୍ୱରରେ ‘ହେଲଦି ଡାଏଟ୍ ଅଭିଯାନ’ର ହେଲା ଶୁଭାରମ୍ଭ

ମହିଳା ଓ ଶିଶୁ ବିକାଶ ବିଭାଗ-ୟୁନିସେଫ୍‌ର ମିଳିତ ସହଭାଗିତାରେ ଆରମ୍ଭ ହୋଇଛି ଅଭିଯାନ

ବିଭିନ୍ନ ଖାଦ୍ୟାଭ୍ୟାସ ଉପରେ ଚର୍ଚ୍ଚା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଘର ତିଆରି ଖାଦ୍ୟକୁ ଆପଣାନ୍ତୁ, ସୁସ୍ଥ ରୁହନ୍ତୁ ବୋଲି ସେ କହିଲେ

ଆଦିବାସୀ ମହିଳାମାନଙ୍କର ଫିଟ୍ ରହିବାର ମୁଖ୍ୟ କାରଣ ହେଉଛି ମାଣ୍ଡିଆ ଖାଦ୍ୟ

ଗାଁର ମହିଳାମାନଙ୍କର ମୋଟାପା ଦୂର କରିବା ଉପରେ ମନ୍ତ୍ରୀ କଲେ ଫୋକସ୍‌

ଫିଟ୍ ରହିବା ପାଇଁ ସୁସ୍ଥ ଖାଦ୍ୟ ସହ ସୁସ୍ଥ ମନର ବି ଆବଶ୍ୟକତା ରହିଛି ବୋଲି ସେ ମଧ୍ୟ କହିଥିଲେ

ରିପୋର୍ଟ :ରଶ୍ମିରଂଜନ ମିଶ୍ର 

avnews24

ଭୁବନେଶ୍ୱର