ଅର୍ଣ୍ଣବ ବାତ୍ୟାର ରୂପରେଖ
କଳିଙ୍ଗପଟନମ ଠାରୁ ୩୦ କିଲୋ ମିଟର ଦୂରରେ, ପ୍ରାୟ ତିନି ଘଣ୍ଟା ଧରି ଲାଣ୍ଡଫଲ ଜାରି ରଖିଥିଲା,
ପବନ ୬୦ ରୁ ୬୫ ବେଗରେ ବୋହିଥିଲା,
ଗୋପାଳପୁର ଓ ବିଶାଖାପାଟଣା ଦେଇ ସ୍ଥଳଭାଗ ଅତିକ୍ରମ କରିଥିଲା ,
ବର୍ତ୍ତମାନ ଉତ୍ତର ପଛିମ ଦେଇ ଗତିପଥ ଦୁର୍ବଳ ହେବ
ଏହି ପ୍ରଭାବରେ ଦକ୍ଷିଣ ଓଡ଼ିଶା ରେ ବର୍ଷା ଲାଗି ରହିବ