ଆଉ ଥରେ ପ୍ରମାଣିତ କଲେ ମୋହନ ସରକାର, ମୁଁ ହେଉଛି ଲୋକଙ୍କ ସରକାର...
ଆଉ ଥରେ ପ୍ରମାଣିତ କଲେ ମୋହନ ସରକାର, ମୁଁ ହେଉଛି ଲୋକଙ୍କ ସରକାର...
ହଠାତ ରାଜୀବ ଭବନରେ ଠିକ 10-15 ରେ ପହଂଚି କଲେ 'ଜଳ ସମ୍ପଦ' ସମୀକ୍ଷା
ତାଗିଦ କଲେ ରାଜ୍ୟର ବିକାଶ ପାଇଁ ସମସ୍ତେ ସକ୍ରିୟ ରହିବା ଦରକାର
ଆଗକୁ ଜଳ ଦିଗରେ କୌଣସି ପ୍ରକାର ଚାଷ ହେଉ କି ପାନୀୟ ହେଉ, ଯେପରି ସମସ୍ୟା ଦେଖା ନ ଯାଏ ସେ ଦିଗରେ ଯଥେଷ୍ଟ ପାଣ୍ଠିର ସୁ ବ୍ୟବସ୍ଥା ରହିଛି
କୌଣସି ପ୍ରକାର ଦୁର୍ନୀତି କୁ ପ୍ରଶୟ ନ ଦେବାକୁ କଲେ ଚେତାବନୀ