ବଳଦେବ ଜୀଉ ପୀଠ ସମୀକ୍ଷା...
ରାଷ୍ଟ୍ରୀୟ ଭାଜପା ଉପାଧ୍ଯକ୍ଷ ତଥା ମାନନୀୟ କେନ୍ଦ୍ରାପଡ଼ା
ସାଂସଦ ଶ୍ରୀ Baijayant 'Jay' Panda ମାନ୍ୟବର ଆଇନ ମନ୍ତ୍ରୀ 1 Prithiviraj Harichandan ๑๙ ดฉฐิวิด ବଳଦେବଜୀଉଙ୍କ ପୀଠର ପରିକ୍ରମା ପ୍ରକଳ୍ପ, ସମ୍ପୂର୍ଣ ଉନ୍ନତିକରଣ, ମନ୍ଦିରର ଭଣ୍ଡାର ଗୃହ, ଭୋଗ ମଣ୍ଡପ ଓ ଚନ୍ଦନ ପୋଖରୀର
ସୌନ୍ଦର୍ଯ୍ୟାକରଣ ବିଷୟରେ ଆଲୋଚନା ହୋଇଥିଲା |
ପରିକ୍ରମା ପ୍ରକଳ୍ପ ଓ ଉନ୍ନତିକରଣ ନିମନ୍ତେ ଆର୍ଥିକ ବଜେଟ ଅଟକଳ ଓ DPR ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର.ଆୟର,ଦେବୋତ୍ତର କମିଶନର ଶ୍ରୀ ଲଲାଟେନ୍ଦୁ ଜେନାଙ୍କ ସମେତ ଅନ୍ୟ ପ୍ରମୁଖ ଅଧୂକାରୀ ଗଣ ଉପସ୍ଥିତ ଥିଲେ।