ଆଉ ବାହାର ରାଜ୍ୟର ପୁରୁଣା ବାଣିଜ୍ୟକ ଗାଡି ଗଡିବନି ରାଜ୍ୟରେ...
ଓଡ଼ିଶାରେ ବାହାର ରାଜ୍ୟର ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା
୧୦ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ ଲାଗିଲା କଟକଣା
ପୁରୁଣା ଗାଡ଼ିକୁ ନୂଆ ପରମିଟ୍ ମଧ୍ୟ ପ୍ରଦାନ ନ କରିବାକୁ ନିଷ୍ପତ୍ତି
ଏପରି ଗାଡ଼ିର ମାଲିକାନା ହସ୍ତାନ୍ତର କିମ୍ବା କୌଣସି ଟିକସ ଗ୍ରହଣ ଉପରେ ବି ଅଙ୍କୁଶ
STA ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଲାଗୁ କରିବାକୁ RTOଙ୍କୁ ନିର୍ଦ୍ଦେଶ
କଡାକଡି ଭାବେ କାର୍ଯ୍ୟ କରିବାକୁ କଡା ନିର୍ଦେଶନାମା ଲାଗୁ