ଭିଜିଲାନ୍ସ ଜାଲରେ ଇଏସଆଇସି କର୍ମଚାରୀ

ଭିଜିଲାନ୍ସ ଜାଲରେ ଇଏସଆଇସି କର୍ମଚାରୀ

ଭିଜିଲାନ୍ସ ଜାଲରେ ଇଏସଆଇସି  କର୍ମଚାରୀ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କଲା ଭିଜିଲାନ୍ସ । ଜଣେ ରୋଗୀଙ୍କ ବିଲ୍‌ ପାସ୍‌ କରିବାକୁ ନେଉଥିଲା ଲାଞ୍ଚ ।

ଖବର ଅନୁଯାୟୀ, ଜଣେ ରୋଗୀଙ୍କ ୯୦ ହଜାର ଟଙ୍କାର ବିଲ୍‌ ପାସ୍‌ କରିବାର ଥିଲା । ଏଥିଲାଗି ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ୧୦ ହଜାର ଟଙ୍କାର ନେଉଥିଲେ ଲାଞ୍ଚ । ଆଉ ଏହି ସମୟରେ  ଇଏସଆଇସି ର ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁଙ୍କୁ ଧରିଥିଲା ଭିଜିଲାନ୍ସ । ତାଙ୍କୁ ଅଟକ ରଖି ଜେରା ମଧ୍ୟ କରୁଛି ଭିଜିଲାନ୍ସ ।