ଆଜିର ଦିନ ଚର୍ଚ୍ଚା

Nov 21, 2026 - 08:27
 3

ଆଜି ନଭେମ୍ବର ମାସ ୨୧ ତାରିଖ ୨୦୨୬ ମସିହା (ଶନିବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୪*

*ସମ୍ବତ୍ସର- ରୌଦ୍ର*

*କାର୍ତ୍ତିକମାସ- ଶୁକ୍ଳପକ୍ଷ*

*ତିଥି- ଏକାଦଶୀ ଦିବା ଘ ୦୬/୨୧ ଗତେ ଦ୍ୱାଦଶୀ*

*ନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ ୦୭/୨୧ ଗତେ ରେବତୀ*

*ଚନ୍ଦ୍ର- ମୀନ*

*ଯୋଗ- ଅସୃକ୍*

*କରଣ - ବିଷ୍ଟି*

*ସୌରମାସ- ବିଛା ୦୬ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୬/୦୩/୩୬

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୪୫

*ଯୋଗିନୀ ଅଗ୍ନିକୋଣେ ଦିବା ଘ ୦୬/୨୧ ଗତେ ନୈରୁତକୋଣେ*

*ବୃଷ,ସିଂହ ଓ କନ୍ୟା ରାଶିର ଘାତବାର*

*ଧନୁ ରାଶି ର ଘାତଚନ୍ଦ୍ର*

*ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

କାଳବେଳା-ଦିବା ଘ୦୭/୨୭ ମଧ୍ୟେ ଓ ଦିବା ଘ୦୩/୪୦ ଗତେ ଘ୦୫/୦୫ ମଧ୍ୟେ

ବାରବେଳା- ଦିବା ଘ୧୨/୫୫ ଗତେ ଘ୦୨/୧୯ ମଧ୍ୟେ 

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୯ ଗତେ ଘ୦୯/୧୬ମଧ୍ୟେ ଓ ଘ୦୨/୨୦ ଗତେ ଘ୦୩/୩୯ ମଧ୍ୟେ ଓ ଘ୦୭/୩୦ ଗତେ ଘ୦୯/୦୬ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।-

 ନ।ସ୍ତି

ଆଜି ପୋଇ ଭକ୍ଷଣ ନିଷେଧ