ଆଜିର ଦିନ ଚର୍ଚ୍ଚା

Sep 21, 2026 - 09:05
 3

 ଆଜିର ଦିନ ଚର୍ଚ୍ଚା 

ଆଜି ସେପ୍ଟେମ୍ବର ମାସ ୨୧ ତାରିଖ ୨୦୨୬ ମସିହା (ସୋମବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଭାଦ୍ରବମାସ- ଶୁକ୍ଳପକ୍ଷ*

*ତିଥି- ଦଶମୀ ସନ୍ଧ୍ୟା ଘ୦୭/୪୫ ଗତେ ଏକାଦଶୀ*

*ନକ୍ଷତ୍ର- ଉତ୍ତରାଷାଢ଼।*

*ଚନ୍ଦ୍ର- ଧନୁ ଦିବା ଘ୧୧/୪୭ ଗତେ ମକର*

*ଯୋଗ- ଶୋଭନ*

*କରଣ - ତୈତିଳ*

*ସୌରମାସ- କନ୍ୟା ୦୫ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୩୯/୪୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୨/୪୨

*ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୭/୪୫ ଗତେ ଅଗ୍ନିକୋଣେ*

*ମିଥୁନ ରାଶିର ଘାତବାର*

*ସିଂହ ରାଶି ର ଘାତଚନ୍ଦ୍ର*

*ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*ମୃତେ ଏକପାଦ ପୁଷ୍କର ଦୋଷ*

କାଳବେଳା-ଦିବା ଘ୦୭/୧୦ ଗତେ ଘ୦୮/୪୨ ମଧ୍ୟେ

ବାରବେଳା- ଦିବା ଘ୦୨/୪୦ ଗତେ ଘ୦୪/୧୪ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୯ ମଧ୍ୟେ ଓ ଘ୦୮/୪୩ ଗତେ ଘ୧୧/୧୬ ମଧ୍ୟେ ଓ ରାତ୍ରି ଘ୦୮/୦୮ ଗତେ ଘ୧୧/୧୫ମଧ୍ୟେ

????ବିଶୁଦ୍ଧ ମାହେନ୍ଦ୍ର ବେଳ।- 

ନ।ସ୍ତି

ଆଜି କଳମଶାଗ ସନ୍ଧ୍ୟା ଘ୦୭/୪୫ଗତେ ଶିମ୍ବ ଭକ୍ଷଣ ନିଷେଧ* ଅଟେ।