ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ସେପ୍ଟେମ୍ବର ମାସ ୨୨ ତାରିଖ ୨୦୨୬ ମସିହା (ମଙ୍ଗଳବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଭାଦ୍ରବମାସ- ଶୁକ୍ଳପକ୍ଷ*
*ତିଥି- ଏକାଦଶୀ ରାତ୍ରି ଘ୦୯/୨୭ ଗତେ ଦ୍ୱାଦଶୀ*
*ନକ୍ଷତ୍ର- ଉତ୍ତରାଷାଢ଼। ଦିବା ଘ୦୭/୩୮ ଗତେ ଶ୍ରବଣ।*
*ଚନ୍ଦ୍ର- ମକର*
*ଯୋଗ- ଅତିଗଣ୍ଡ*
*କରଣ - ବାଣିଜ୍ୟ*
*ସୌରମାସ- କନ୍ୟା ୦୬ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୪୦/୧୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧/୪୧
*ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୯/୨୭ ଗତେ ନୈରୁତେ*
*ମକର ରାଶିର ଘାତବାର*
*ସିଂହ ରାଶି ର ଘାତଚନ୍ଦ୍ର*
*ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୃତେ ଦ୍ଵୀ ପାଦ ଦିବା ଘ୦୭/୩୮ ଗତେ ଏକପାଦ ଓ ରାତ୍ରି ଘ୦୯/୨୭ ଗତେ ଦ୍ଵୀପ।ଦ ପୁଷ୍କର ଦୋଷ*
କାଳବେଳା-ଦିବା ଘ୦୧/୦୬ ଗତେ ଘ୦୨/୪୦ ମଧ୍ୟେ
ବାରବେଳା- ଦିବା ଘ୦୭/୧୦ ଗତେ ଘ୦୮/୪୪ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୨୭ ମଧ୍ୟେ ଓ ଘ୦୮/୪୫ ଗତେ ଘ୧୧/୧୭ ମଧ୍ୟେ ଓ ରାତ୍ରି ଘ୦୮/୦୪ ଗତେ ଘ୦୮/୫୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୬/୦୪ ଗତେ ଘ୦୮/୦୩ ମଧ୍ୟେ
ଆଜି ଶିମ୍ବ ରାତ୍ରି ଘ୦୯/୨୭ ଗତେ ପୋଇ ଭକ୍ଷଣ ନିଷେଧ