ଆଜିର ଦିନ ଚର୍ଯ୍ୟା

Aug 2, 2026 - 08:37
 3

ଆଜିର ଦିନ ଚର୍ଯ୍ୟା 

 

ଅଦ୍ୟ ଅଗଷ୍ଟ ମାସ ୦୨ ତାରିଖ ୨୦୨୬ ମସିହା (ରବିବାର)

ଶକାବ୍ଦ -୧୯୪୮

ସମ୍ବତ୍ -୨୦୮୩

ଦିଲ୍ଲୀଶ୍ବରାବ୍ଦ -୧୪୩୩

ସମ୍ବତ୍ସର- ରୌଦ୍ର

ଶ୍ରାବଣମାସ- କୃଷ୍ଣପକ୍ଷ

ତିଥି- ଚତୁର୍ଥୀ ରାତ୍ରି ଘ୧୧/୦୩ ଗତେ ପଞ୍ଚମୀ

ନକ୍ଷତ୍ର- ପୂର୍ବଭାଦ୍ର ରାତ୍ରି ଘ୧୦/୦୭ ଗତେ ଉତ୍ତରଭାଦ୍ର

ଚନ୍ଦ୍ର- କୁମ୍ଭ ଘ୦୩/୫୬ ଗତେ ମୀନ

ଯୋଗ- ଅତିଗଣ୍ଡ

କରଣ - ବବ

ସୌରମାସ- କର୍କଟ 

ସୂର୍ୟୋଦୟ- ପ୍ରାତଃ ଘ୦୫/୨୬/୪୫

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୦୦

ଯୋଗିନୀ ନୈରୁତେ ରାତ୍ରି ଘ୧୧/୦୩ ଗତେ ଦକ୍ଷିଣେ

ଧନୁ ରାଶିର ଘାତଚନ୍ଦ୍ର

ମେଷ ରାଶିର ଘାତବାର

ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

ମୃତେ ଦ୍ଵିପାଦ ଓ ରାତ୍ରି ଘ୧୦/୦୭ ଗତେ ଏକପାଦ ପୁଷ୍କର ଦୋଷ

କାଳବେଳା ଓ ବାରବେଳା- ଦିବା ଘ୧୦/୧୫ ଗତେ ଘ୦୧/୩୦ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୫ ଗତେ ଘ୦୯/୨୫ ମଧ୍ୟେ ଓ ରାତ୍ରି ଘ୦୭/୫୫ ଗତେ ଘ୦୯/୩୦ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୧୫ ମଧ୍ୟେ ଓ ରାତ୍ରି ଘ୦୬/୦୫ ଗତେ ଘ୦୭/୫୫ ମଧ୍ୟେ 

ଅଦ୍ୟ ମୂଳା ରାତ୍ରି ଘ୧୧/୦୩ ଗତେ ବେଲ ଭକ୍ଷଣ ନିଷେଧ