ଆଜି ଠାରୁ ଆରମ୍ଭ +୨ ଇଣ୍ଟରନାଲ ଆସେସମେଣ୍ଟ...
ଆଜି ଠାରୁ ଆରମ୍ଭ +୨ ଇଣ୍ଟରନାଲ ଆସେସମେଣ୍ଟ...
୨ଟି ପର୍ଯ୍ୟାୟରେ ହେବ ଇଣ୍ଟରନାଲ ଆସେସମେଣ୍ଟ,
ପ୍ରଥମ ପର୍ଯ୍ୟାୟ ଆଜିଠୁ ୩୧ ତାରିଖ ପର୍ଯ୍ୟନ୍ତ ହେବ
ଦ୍ବିତୀୟ ଆସେସମେଣ୍ଟ ୨୦୨୬ ଜାନୁଆରୀ ୧୦ ରୁ ୧୫ ଯାଏଁ ହେବ,
ଏଥିସହ ଜାନୁଆରୀ ୨ରୁ ଆରମ୍ଭ ହେବ ପ୍ରାକ୍ଟିକାଲ ପରୀକ୍ଷା