ଗଣ ଶିକ୍ଷା ବିଭାଗ ପକ୍ଷରୁ ୫ମ ଓ ୮ମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ...

Oct 23, 2025 - 14:33
 39
ଗଣ ଶିକ୍ଷା ବିଭାଗ ପକ୍ଷରୁ ୫ମ ଓ ୮ମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ...

ଗଣ ଶିକ୍ଷା ବିଭାଗ ପକ୍ଷରୁ ୫ମ ଓ ୮ମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ...

ଏଣିକି ପଞ୍ଚମ ଓ ଅଷ୍ଟମରେ ହେବ ସପ୍ଲିମେଣ୍ଟାରି ପରୀକ୍ଷା

ଫେଲ୍‌ ହେଲେ ମାଟ୍ରିକ ପରି ସପ୍ଲିମେଣ୍ଟାରି ଦେବେ ଛାତ୍ରଛାତ୍ରୀ

ପଞ୍ଚମ ଓ ଅଷ୍ଟମରେ ୫୦ ମାର୍କର ପରୀକ୍ଷା ଦେବେ

ପରୀକ୍ଷାରେ ପାସ୍‌ ନ କଲେ ସପ୍ଲିମେଣ୍ଟାରି ଦେବେ। 

ଜିଲ୍ଲାସ୍ତରରେ ପ୍ରଶ୍ନ ପତ୍ର ଛପାଯିବ, 

ପରୀକ୍ଷା ଦିନ ସ୍କୁଲ ରେ ପହଞ୍ଚିବ ପ୍ରଶ୍ନପତ୍ର 

ପରୀକ୍ଷା ତଦାରଖ ପାଇଁ ୩ ସ୍ତରୀୟ କମିଟି ଗଠନ କାର୍ଯ୍ୟକାରୀ କରିବେ |