ଏସିଆ କପ ଫାଇନାଲ ଖେଳ...

Dec 22, 2025 - 17:45
 14
ଏସିଆ କପ ଫାଇନାଲ ଖେଳ...

ଏସିଆ କପ ଫାଇନାଲ ଖେଳ...

ଏସିଆ କପ୍‌ ଫାଇନାଲ୍‌ରେ ହାରିଲା ଭାରତ

୧୯ ବର୍ଷରୁ କମ୍‌ ଏସିଆ କପ୍‌ ଫାଇନାଲ୍‌ରେ ହାରିଲା ଭାରତ

ପାକିସ୍ତାନ ଠାରୁ ୧୯୧ ରନ୍‌ରେ ପରାଜିତ ହେଲା ଭାରତ

ପାକିସ୍ତାନ ୩୪୭/୮; ଭାରତ ୧୫୬ରେ ଅଲଆଉଟ୍‌

ଲିଗ୍‌ ପର୍ଯ୍ୟାୟରେ ଅପରାଜିତ ସତ୍ତ୍ବେ ଫାଇନାଲ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ