ଇନର ହୁଇଲ ତୋଷାଳୀର ସଂସ୍ଥାପନୀ କରଣ ଦିବସ...

Jul 14, 2026 - 10:54
 13
ଇନର ହୁଇଲ ତୋଷାଳୀର ସଂସ୍ଥାପନୀ କରଣ ଦିବସ...

ଭୁବନେଶ୍ଵର ସ୍ଥିତ ଇନର ହୁଇଲ କ୍ଲବ ତୋଷାଳୀର ସଂସ୍ଥାପନୀ କରଣ ଦିବସ ଅନୁଷ୍ଠିତ ହୋଇଯାଇଛି | 

ଆର୍ଯ୍ୟ ପ୍ୟାଲେସ ଠାରେ ଏହି ଦିବସ ଟି ବହୁ ସମାରୋହ ରେ ପାଳନ କରାଯାଇଥିଲା |

କ୍ଲବର ପିଡ଼ିସି ଶ୍ରୀମତୀ ଇନା ପୁରୋହିତ ଅଧ୍ୟକ୍ଷତା କରିଥଲେ , ଡିଷ୍ଟ୍ରିଟ ଆଇ ଏସ ଓ ଶ୍ରୀମତୀ ମମତା ବାଜପେୟୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ | 

ଚଳିତ ବର୍ଷ ପାଇଁ ପୁନର୍ବାର ଚୟନ କରାଯାଇଥିଲା ସଭାପତି 

ଶ୍ରୀମତୀ ସୋନାଲା ମୁଖାର୍ଜୀ ,ସମ୍ପାଦିକା ଶ୍ରୀମତୀ କିରଣ ବାଳା ମିଶ୍ର |

କାର୍ଯ୍ୟକ୍ରମ ଟିକୁ ସୁଚାରୁ ରୂପେ ଦାୟିତ୍ୱ ତୁଲାଇଥିଲେ ଶ୍ରୀମତୀ ଋତୁପର୍ଣା ସାଠିଆ |