ଉତ୍ତର କ୍ଷେତ୍ରୀୟ ପରିଷଦର ୩୨ତମ ବୈଠକରେ ଶ୍ରୀ ଅମିତ ଶାହଙ୍କ ଅଧ୍ଯକ୍ଷତା

Nov 18, 2025 - 12:25
 8
ଉତ୍ତର କ୍ଷେତ୍ରୀୟ ପରିଷଦର ୩୨ତମ ବୈଠକରେ ଶ୍ରୀ ଅମିତ ଶାହଙ୍କ ଅଧ୍ଯକ୍ଷତା

ଦିଲ୍ଲୀ ବିସ୍ଫୋରଣ ଏବଂ ଜାମ୍ମୁ କାଶ୍ମୀରର ନୌଗାମ ପୋଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱରେ ଆତଙ୍କବାଦକୁ ମୂଳପୋଛ କରିବା ହେଉଛି ଆମର ସାମୂହିକ ପ୍ରତିବଦ୍ଧତା

ଆମେ ମେ ଦିଲ୍ଲୀ ବୋମା ବିସ୍ଫୋରଣର ଅପରାଧୀମାନଙ୍କୁ ନେଦର୍ଶାଲ୍ଭ । (ପାତାଳ)ର ଗଭୀରତାରୁ ମଧ୍ଯ ଖୋଜିବୁ ଏବଂ ନିଶ୍ଚିତ କରିବୁ ଯେ ସେମାନେ ଯେଭଳି ଯଥାସମ୍ଭବ କଠୋର ଦଣ୍ଡ ପାଇବେ

ଆଲୋଚନା, ସହ ଚନା, ସହଯୋଗ, ସମନ୍ବୟ ଏବଂ 'ନୀତି ସମନ୍ବୟ' ପାଇଁ କ୍ଷେତ୍ରୀୟ ପରିଷଦଗୁଡ଼ିକ ଅତ୍ୟନ୍ତ ଗୁରୁତ୍ବପୂର୍ଣ

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ 'କେବଳ ଶକ୍ତିଶାଳୀ ରାଜ୍ୟ ହିଁ ଏକ ଶକ୍ତିଶାଳୀ ରାଷ୍ଟ୍ର ସୃଷ୍ଟି କରିବ' ଲକ୍ଷ୍ୟକୁ ନ୍ଧୀ ଶ୍ରୀ ନରେନ୍ଦ୍ର ମୋ ବାସ୍ତବ ରୂପ ଦେବାରେ କ୍ଷେତ୍ରୀୟ ପରିଷଦଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା

ଆମର ଲ ଲକ୍ଷ୍ୟ ହେଉଛି ଜାତୀୟ ପ୍ରଗତି ଏବଂ ପ୍ରତ୍ୟେକ କ୍ଷେତ୍ରରେ ରେ ଭାରତର ବୈଦ୍ଧିକ ନେତୃତ୍ୱ ସହିତ ଆଞ୍ଚଳିକ ଶକ୍ତି

୦୦୪-୧୪ ଅବଧୂ ତୁଳନାରେ, १०९४ ରୁ ୨୦୨୫ ମଧ୍ୟରେ ଆଞ୍ଚଳିକ ପରିଷଦ ବୈଠକ ସଂଖ୍ୟାରେ ପ୍ରାୟ ଅଢେଇ ଗୁଣ ବୃଦ୍ଧି

ଏ ପର୍ଯ୍ୟନ୍ତ, କ୍ଷେତ୍ରୀୟ ପରିଷଦଗୁଡ଼ିକର ବୈଠକରେ ୧୬୦୦ଟି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି, ଅର୍ଥାତ୍ ୮୧,୪୩ ପ୍ରତିଶତର ସମାଧାନ କରାଯାଇଛି ଏବଂ ସେଥୂମଧ୍ୟରୁ ୧୩୦୩ -

ମହିଳା ଏବଂ ବଂ ପିଲାମାନଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା, ଫାଷ୍ଟ ଟ୍ରାକ୍ ସ୍ବତନ୍ତ୍ର କୋର୍ଟ (ଏଫଟିଏସସି) ର ସଂଖ୍ୟା ବୃଦ୍ଧି କରାଯିବା ଉଚିତ

ଦାରିଦ୍ର୍ୟ ଦୂରୀକରଣ ତଥା ସମବାୟ, କୃଷି ଏବଂ ମତ୍ସ୍ୟଚାଷ ମାଧ୍ଯମରେ ନିଯୁକ୍ତି ବୃଦ୍ଧି ପାଉଛି

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ହରିୟାଣାର ଫରିଦାବାଦଠାରେ ଉତ୍ତର କ୍ଷେତ୍ରୀୟ ପରିଷଦ (ଏନଜେଡସି)ର ୩୨୧ ୩୨ତମ ବୈଠକରେ ଅଧ୍ଯକ୍ଷତା କରିଛନ୍ତି। ଏହି ବୈଠକରେ ହରିୟାଣା ମୁଖ୍ୟମନ୍ତ୍ରୀ ଶ୍ରୀ ନଇବ ସିଂହ ସାଇନି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଶ୍ରୀ ଶ୍ରୀ ଭଗବ ବନ୍ଧ ମାନ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ସୁଖବିନ୍ଦର ସିଂହ ସୁଖୁ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଶର୍ମା, ଜାମ୍ମୁ-କାଶ୍ମୀର ନାଶ୍ମୀର ମୁଖ୍ୟମନ୍ତ୍ରୀ ଶ୍ରୀ ଓମାର ଅବଦୁଲ୍ଲା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା, କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡୀ ଚଣ୍ଡୀଗଡ଼ର ପ୍ରଶାସକ ଶ୍ରୀ ଗୁଲାବ ଚାନ୍ଦ କଟାରିଆ, ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, ଦିଲ୍ଲୀର ଉପରାଜ୍ଯ ଜ୍ୟପାଳ ଶ୍ରୀ ବିନୟ କୁମାର ସକ୍ସେନା ଏବଂ ଲଦାଖର ଉପରାଜ୍ୟପାଳ ଶ୍ରୀ କବିନ୍ଦର ଗୁପ୍ତାଙ୍କ ସମେତ ଏହି ରାଜ୍ୟ ଏବଂ କେନ୍ଦ୍ର ଶା ଗାସିତ ଅଞ୍ଚଳର ବରିଷ୍ଠ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ କେନ୍ଦ୍ର ଗୃହ ସଚିବ, ଆନ୍ତଃରାଜ୍ୟ ପରିଷଦ

ସଚିବାଳୟର ସଚିବ, ସଦସ୍ୟ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବ/ପରାମର୍ଶଦାତା ଏବଂ ରାଜ୍ୟ ସରକାର ତଥା ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ତଥା ବିଭାଗର ବରିଷ୍ଠ ଅଧୂକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ବୈଠକ ଆରମ୍ଭରେ ନିକଟରେ ଦିଲ୍ଲୀରେ କାର ବୋମା ବିସ୍ଫୋରଣ ଏବଂ ଜାମ୍ମୁ କାଶ୍ମୀରର ନୌଗାମ ପୋଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ଦୁଇ ମିନିଟର ନୀରବ ପ୍ରାର୍ଥନା ପ୍ରା କରାଯାଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆତଙ୍କବାଦକୁ ସମୂଳେ ମୂଳପୋଛ କରିବା ହେଉଛି ଆମର ସାମୂହିକ ପ୍ରତିବଦ୍ଧତା । ମୋଦୀ ସରକାରଙ୍କ ଏପର୍ଯ୍ୟନ୍ତ ଟ୍ରାକ୍ ରେକର୍ଡ ଅନୁଯାୟୀ, ଦିଲ୍ଲୀ ବୋମା ବିସ୍ଫୋରଣର ଦୋଷୀମାନଙ୍କୁ ପାତାଳରୁ ମଧ୍ୟ ଠାବ କରାଯିବ, ଦେଶର ନ୍ୟାୟିକ ବ୍ୟବସ୍ଥା ସମ୍ମୁଖକୁ ଅଣାଯିବ ଏବଂ ଯଥାସମ୍ଭବ କଠୋର ଦଣ୍ଡ ଦିଆଯିବ।

ଚନା, ଶ୍ରୀ ଶାହ କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ହେଉଛି ଶକ୍ତିଶାଳୀ ରାଜ୍ୟଗୁଡ଼ିକ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ କରନ୍ତୁ ଏବଂ ଏହାକୁ ବାସ୍ତବ ରୂପ ଦେବାରେ କ୍ଷେତ୍ରୀୟ ପରିଷଦଗୁଡ଼ିକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବେ। ଆଲୋଚ ସହଯୋଗ, ସମନ୍ବୟ ଏବଂ 'ନୀତି ସମନ୍ବୟ' ପାଇଁ କ୍ଷେତ୍ରୀୟ ପରିଷଦଗୁଡ଼ିକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ପରିଷଦଗୁଡ଼ିକ ମାଧ୍ୟମରେ ଅନେକ ପ୍ରକାରର ସମସ୍ୟାର ସମାଧାନ କରାଯାଇଛି । ବର୍ତ୍ତମାନ ମଧ୍ୟ ଅନେକ ପ୍ରସଙ୍ଗ ରହିଛି, ଯେପରିକି ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧରେ ତ୍ବରିତ ନ୍ୟାୟ ସୁନିଶ୍ଚିତ କରିବାରେ ବିଳମ୍ବ, ଅପପୁଷ୍ଟି ଏବଂ ମାନ୍ଦାବସ୍ଥା, ଯେଉଁଥୁରୁ ଦେଶକୁ ମୁକ୍ତ କରିବାର ଆବଶ୍ୟକ‌ତା ରହିଛି। ମହିଳା ଏବଂ ପିଲାମାନଙ୍କ ବିରୋଧରେ ଅପରାଧ ଏବଂ ପକସୋ ଅଧୂନିୟମ ଅନୁଯାୟୀ ତ୍ବରିତ ତଦନ୍ତ ଉପରେ ଗୁରୁତ୍ବାରୋପ କରି ଶ୍ରୀ ଶାହ କହିଛନ୍ତି ଯେ, କୌଣସି ସଭ୍ୟ ସମାଜ ଏଭଳି ଘୃଣ୍ୟ ଅପରାଧକୁ ଗ୍ରହଣ କରିପାରିବ ନାହିଁ। ସେ କହିଥିଲେ ଯେ ମହିଳା ଏବଂ ପିଲାମାନଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା, ଏଥିପାଇଁ ଫାଷ୍ଟ ଟ୍ରାକ୍ ସ୍ବତନ୍ତ୍ର କୋର୍ଟ (ଏଫଟିଏସସି)ର ସଂଖ୍ୟା ବୃଦ୍ଧି କରାଯିବା ଉଚିତ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ସମବାୟ, କୃଷି ଏବଂ ମତ୍ସ୍ୟଚାଷ କ୍ଷେତ୍ର ଦାରିଦ୍ର୍ୟ ଦୂରୀକରଣ ଏବଂ ନିଯୁକ୍ତି ପ୍ରଦାନର ଗୁରୁତ୍ବପୂର୍ଣ ମାଧ୍ୟମ ହୋଇପାରିବ। ଦାରିଦ୍ର୍ୟ ଦୂରୀକରଣ ତଥା ସମବାୟ, କୃଷି ଏବଂ ମତ୍ସ୍ୟଚାଷ ମାଧ୍ୟମରେ ନିଯୁକ୍ତି ବୃଦ୍ଧି ପାଉଛି। ପ୍ରଧ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର "ସହକାର ସେ ସମୃଦ୍ଧି" (ସମବାୟ ମାଧ୍ୟମରେ ସମୃଦ୍ଧି) ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ, ସମବାୟ କ୍ଷେତ୍ରରେ ନିଯୁକ୍ତି ପାଇଁ ଅପାର ସମ୍ଭାବନା ରହିଛି। କେବଳ ମୋଟ ଘରୋଇ ଉତ୍ପାଦ ସହିତ ନିଯୁକ୍ତି, ବିଶେଷ କରି ଆତ୍ମନିଯୁକ୍ତି କ୍ଷେତ୍ରରେ ଅଭିବୃଦ୍ଧି ଦ୍ବାରା ଆମେ ଏକ ବିକଶିତ ଭାରତର ସ୍ବପ୍ନ ସାକାର କରିପାରିବା। ଜିଡିପି କେବଳ କୌଣସି ଦେଶର ସମୃଦ୍ଧିର ସୂଚକ ନୁହେଁ; ପ୍ରକୃତ ସମୃଦ୍ଧି ସେତେବେଳେ ହାସଲ ହୋଇଥାଏ ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥାନ୍ତି। ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟ ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ସାରା ଦେଶ ଶରେ ୫୭ଟି ପଦକ୍ଷେପ ଗ୍ରହଣ କରିଛି। ଏଥିରେ ପ୍ରାଥମିକ କୃଷି ଋଣ ସମିତି (ପାକସ୍ ) ଗୁଡ଼ିକର କମ୍ପ୍ୟୁଟରୀକରଣ, ତିନେ ନୋଟି ନୂତନ ଜାତୀୟ ସ୍ମରୀୟ ସମବାୟ ସମିତି ପ୍ରତିଷ୍ଠା ଏବଂ ତ୍ରିଭୁବନ ସହକାରୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଅନୁର୍ଭୁକ୍ତ।

ଶ୍ରୀ ଶାହ କହିଥିଲେ ଯେ, ଆଞ୍ଚଳିକ ପରିଷଦଗୁଡ଼ିକର ମୂଳ ଭାବନା ଏବଂ ଭୂମିକା ହେଉଛି ପରାମର୍ଶ, କିନ୍ତୁ ଗତ ଦଶନ୍ଧିରେ ସେଗୁଡ଼ିକୁ କାର୍ଯ୍ୟ-ଭିତ୍ତୀକ ମଞ୍ଚ ଭାବେ ଗ୍ରହଣ କରାଯାଇଛି ଏବଂ ଫଳପ୍ରଦ ହୋଇଛି। ଇଛି। ପରବର୍ତ୍ତୀ ପଚ ପଦକ୍ଷେପ ସହିତ, ଆମେ କେବଳ ରାଜ୍ୟଗୁଡ଼ିକ ମଧ୍ୟରେ, ରେ, ଅଞ୍ଚଳ ଓ ରାଜ୍ୟଗୁଡ଼ିକ ମଧ୍ୟରେ ରେ ଏବଂ ବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଥ‌ିବା ସମସ୍ୟାଗୁଡ଼ିକୁ ସ୍ବୀକାର କରିନାହୁଁ, ବରଂ ସେଗୁଡ଼ିକର ସମାଧାନ ପାଇଁ ଦୃଢ଼ ମାର୍ଗ ମଧ୍ଯ ସୃଷ୍ଟି କରିଛୁ । ଆମର ଲକ୍ଷ୍ୟ ସୃଷ୍ଟ-ଜାତୀୟ ପ୍ରଗତି ସହିତ ଆଞ୍ଚ ଆଞ୍ଚଳିକ ଶକ୍ତି ଏବଂ ପ୍ରତ୍ୟେକ କ୍ଷେତ୍ରରେ ଭାରତର ବୈଶ୍ବକ ନେତ୍ପ ନେତୃତ୍ବ, ଯାହା ଆମକୁ ଏକ ମହାନ ମ ଭାରତ ଗଠନ ଦିଗରେ ଆଗେଇ ନେବ। ଜଳ ସମ୍ପଦ ପରିଚାଳନା ଏବଂ ଜଳ ସମ୍ବନ୍ଧ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ସମସ୍ତ ରାଜ୍ୟ ପାରସ୍ପରିକ ସମନ୍ବୟରେ କାର୍ଯ୍ୟ କରି କରିବା ଉଚିତ ବୋଲି ଗୃହମନ୍ତ୍ରୀ କହିଥିଲେ।

କେନ୍ଦ୍ର ଗୃହ ଗୃହମନ୍ତ୍ରୀ କହିଥିଲେ, '୨୦୦୪-୨୦୧୪ ତୁଳନାରେ ୨୦୧୪ରୁ ୨୦୨୫ ମଧ୍ୟରେ ଆଞ୍ଚଳିକ ପରିଷଦ ବୈଠକ ଠକ ସଂଖ୍ୟା ପାଖାପାଖ୍ ଅଢେଇ ଇ ଗୁଣ ବୃଦ୍ଧି ପାଇଛି ଇଛି ଏବଂ ଆ ଆମେ ଏହି ବୈଠକଗୁଡ଼ିକୁ ଅର୍ଥପୂର୍ଣ କରିଛୁ । ୨୦୦୪ରୁ ୨୦୧୪ ମଧ୍ୟରେ କ୍ଷେତ୍ରୀୟ ପରିଷଦ ଏବଂ ସ୍ଥାୟୀ କମିଟିର ମୋଟ ୨୫ଟି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ୨୦୧୪ରୁ ୨୦୨୫ ମଧ୍ୟରେ ଏପର୍ଯ୍ୟନ୍ତ ୬୪ଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ସଂଖ୍ୟା ଦ୍ବିଗୁଣିତ ହେବା ପ୍ରଧାନମନ୍ତ୍ର ମନ୍ତ୍ରୀ ମୋଦୀଙ୍କ ଦଳଗତ ଭାରତର ଧାରଣାକୁ ପ୍ରତିଫଳିତ ପ୍ର କରୁଛି। ଏହି ବୈଠକଗୁଡ଼ିକରେ ୧୬୦୦ଟି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ଏବଂ ୧୩ ୧୩୦୩ଟି ପ୍ରସଙ୍ଗ ପ୍ରତିଶତ)ର ସମାଧାନ କରାଯାଇଥୂଳ ଥୂଲା । ଆନ୍ତଃରାଜ୍ୟ ପ ପରିଷଦ ସଚିବାଳୟର ସକ୍ରିୟ ଭୂମିକା ସହିତ ସମସ୍ତ ରା ରାଜ୍ୟ ସରକାର, କେନ୍ଦ୍ର କନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟ ଳୟ ଏବଂ • ବିଭାଗଗୁଡ଼ିକର ସହଯୋଗ ଯୋଗୁଁ ମୁଁ ଏହା ସମ୍ଭବ ହୋଇପାରିଛି। (८९.४१

ଶ୍ରୀ ଶାହ କହିଥିଲେ, ଚଳିତ ବର୍ଷ ବନ୍ଦେ ମାତରମ୍ ସୃଷ୍ଟିର ୧୫୦ତମ ବାର୍ଷିକୀ ପାଳନ କରାଯାଉଛି । ଏକ ସମୟରେ, ବଙ୍କିମ ବଙ୍କିମ ଚନ୍ଦ୍ର ଚାଟାର୍ଜ ଟାର୍ଜୀଙ୍କ ମହାନ ରଚନା ବନ୍ଦେ ମାତରମ୍ ଆମ ଦେଶର ସ୍ବାଧୀନତା ପାଇଁ ସୃଷ୍ଟ ଆହ୍ବାନ ପାଲଟିଥିଲା। ଆଜି ଭାରତ ସରକାର এর° ସମସ୍ତ ରାଜ୍ୟ ଏହାକୁ ପୁଣି ଥରେ ଏକ ମହାନ ଭାରତ ନିର୍ମାଣର ସ୍ପଷ୍ଟ ଆହ୍ବାନ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏ ଏହା ଭାରତର ଯୁବ ପିଢ଼ି ମଧ୍ୟରେ ଦେଶପ୍ରେମର ମୂଲ୍ୟବୋଧ ବୋଧ ଜାଗ୍ରତ ଜାଗ୍ରତ କରିବାର ଏକ ପ୍ରୟାସ ପ୍ରୟାସ । । ବନ୍ଦେ ମାତରମ ରମ୍ ଗୀତ ମାଧ୍ୟମରେ ଦେ ଦେଶର ଯୁବକମାନଙ୍କ ମଧ୍ୟରେ ଦେଶପ୍ରେମର ଭାବନାକୁ ପୁନର୍ବାର ଜାଗ୍ରତ କରିବାକୁ ଶ୍ରୀ ଶାହ ସମସ୍ତ ରାଜ୍ୟ ৩০° କେନ୍ଦ୍ରଶାସିତ ଅଞ୍ଚଳକୁ ନିବେଦନ କରିଥିଲେ।

ତିନୋଟି ନୂତନ ଅପରାଧୂକ ଆଇନର କାର୍ଯ୍ୟକାରିତା ବିଷୟରେ ଉଲ୍ଲେଖ କରି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ସେଗୁଡ଼ିକର କାର୍ଯ୍ୟକାରିତା ଅତ୍ୟନ୍ତ ସକାରାତ୍ମକ ଫଳାଫଳ ଦେଇଛି। ନୂତନ ଆଇନ ଅନୁଯାୟୀ, ଦୋଷୀ ସାବ୍ୟସ୍ତ ହାର ପ୍ରାୟ ୨୫ ରୁ ୪୦ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଦୋଷୀମାନେ ସମୟୋଚିତ ଦଣ୍ଡ ପାଉଛନ୍ତି। ଏହି ଆଇନଗୁଡ଼ିକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାରମାନଙ୍କୁ ଅଧୂକ ପ୍ରୟାସ କରିବାର ଆବଶ୍ୟକତା ରହିଛି। ଏଥ୍ ସହିତ, ଗୃହମନ୍ତ୍ରୀ ସମସ୍ତ ରାଜ ସରକାରଙ୍କୁ ଅନୁସନ୍ଧାନ ଏବଂ ଫରେନସିକ୍ ବିଶ୍ଳେଷଣରୁ ନ୍ୟାୟାଳୟର ଅନଲାଇନ୍ ସଂଯୋଗ ପର୍ଯ୍ୟନ୍ତ ଜ୍ଞାନକୌଶଳର ଉନ୍ନତିକରଣ କରିବାକୁ ଅନୁରୋଧ କରିଥିଲେ।

ଶ୍ରୀ ଅମିତ ଶାହ ମିଲେଟକୁ ପ୍ରୋତ୍ସାହିତ କରିବା ଅଭିଯାନରେ ରାଜସ୍ଥାନର ଯୋଗଦାନକୁ ପ୍ରଶଂସା କରିଥିଲେ ଏବଂ କହିଥୂଳେ ଲ ଯେ ସମସ୍ତ ରାଜ୍ୟ ମିଲେଟ ଉତ୍ପାଦନ ଏବଂ ବ୍ୟବହାର ବୃଦ୍ଧି କରିବା ଉଚିତ। ଗରିବ ଲୋକଙ୍କୁ ପ୍ରତି ମାସରେ ୫ କିଲୋଗ୍ରାମ ମାଗଣା ଖାଦ୍ୟଶସ୍ୟ ଯୋଗାଇବା ଯୋଜନାରେ ମିଲେଟକୁ ସାମିଲ କରିବାକୁ ସେ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ। ଏହାଦ୍ବାରା ମିଲେଟ ଉତ୍ପାଦନ ବୃଦ୍ଧି ପାଇବ, ନୂଆ ପିଢ଼ି ମିଲେଟ ଖାଇବା ଅଭ୍ୟାସ ବିକଶିତ କରିବେ ଏବଂ ଲୋକଙ୍କ ସ୍ବାସ୍ଥ୍ୟରେ ମଧ୍ଯ ଉନ୍ନତି ଆସିବ।