ଏସିଆ ପାସିଫିକ ଗୋଷ୍ଠୀ ସଂସଦର IPU ର ଉପାଧ୍ୟାକ୍ଷା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ 151 ତମ ଆସେମ୍ବିଲ ରେ ଯୋଗ ଦାନ |
ଏସିଆ ପାସିଫିକ ଗୋଷ୍ଠୀ ସଂସଦର IPU ର ଉପାଧ୍ୟାକ୍ଷା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ 151 ତମ ଆସେମ୍ବିଲ ରେ ଯୋଗ ଦାନ |
ଏହି ସାଂସଦ ପୃଥିବୀର 182 ଟି ରାଷ୍ଟ୍ରକୁ ନେଇ ଗଢ଼ା ଯାଇଥିବା ବେଳେ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଜେନେଭା ରେ |
ସଂସଦରେ ତାଙ୍କ ଭାଷଣ ଉଚ୍ଚ କୋଟିର ହୋଇଥିଲା ବୋଲି ସୂଚନା ମିଳିଛି |